ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ମଇଁଷି ଗୋଠ ସହ ଧକ୍କା ଲାଗି ଟ୍ରେନର ସମ୍ମୁଖ ଭାଗ ନଷ୍ଟ

ଅହମ୍ମଦାବାଦ: ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୮ମିନିଟରେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେନ ମଇଁଷି ଗୋଠ ସହ ଧକ୍କା ଲାଗିଥିଲା। ଦୁର୍ଘଟଣା ଯୋଗୁ ଟ୍ରେନ ୨୦ ମିନିଟ ଅଟକି ରହିବା ପରେ ପୁଣି ଗନ୍ତବ୍ୟ ଉଦ୍ଦେଶ୍ୟରେ ବାହାରି ଯାଇଛି। ଟ୍ରେନ ମୁମ୍ବାଇରୁ ଅହମ୍ମଦାବାଦ ଯିବା ରସ୍ତାରେ ୱଟୱା ଓ ମଣିନଗର ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଥିଲା। ଅହମ୍ମଦାବାଦ ରେଳବାଇ ପିଆରଓ ଜିତେନ୍ଦ୍ର ଜୟନ୍ତଙ୍କ ଅନୁସାରେ ଏହି ବନ୍ଦେ ଭାରତ ଟ୍ରେନକୁ ଗତ ସେପ୍ଟେମ୍ବର ୩୦ … Continue reading ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ମଇଁଷି ଗୋଠ ସହ ଧକ୍କା ଲାଗି ଟ୍ରେନର ସମ୍ମୁଖ ଭାଗ ନଷ୍ଟ