ଆଜିଠାରୁ ଆରମ୍ଭ ହେଉଛି ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪

ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪। କିନ୍ତୁ ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତାରେ ରହିଛି ଆତଙ୍କବାଦୀ ଆକ୍ରମଣର ଭୟ। ଆତଙ୍କବାଦୀ ସଙ୍ଗଠନ ହମାସ ଓ ଆଇଏସ୍ଆଇଏସ୍ ବଡ଼ ଧରଣର ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ମଳିଛି। ପଣବନ୍ଦୀ, ଆତ୍ମଘାତୀ ବିସ୍ଫୋରଣ, ବଡ଼ ଧରଣର ବୋମା ବିସ୍ଫୋରଣ ନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ ୪ ସପ୍ତାହ ଧରି ହେବାକୁ ଥିବା ଅଲିମ୍ପିକ୍ସରେ ସୁରକ୍ଷା ବ୍ୟବସ୍ଥା ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Related Articles

Back to top button