ରାବଣ ପୋଡି ବେଳେ ଅଘଟଣ, ଲୋକଙ୍କ ଉପରେ ପଡିଲା ପୁତଳିକା

ନୂଆଦିଲ୍ଲୀ: ସାରା ଦେଶରେ ବିଜୟା ଦଶମୀ ଅବସରରେ ରାବଣ ପୋଡିର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏପରିସ୍ଥିତିରେ ହରିୟାଣାର ଯମୁନାନଗରରୁ ଏକ ବଡ଼ ଅଘଟଣର ଖବର ସାମନାକୁ ଆସିଛି । ଯମୁନାନଗରେ ରାବଣ ପୋଡ଼ି ସମୟରେ ଦର୍ଶକ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ରାବଣ ପୋଡ଼ି ସମୟରେ ଏହା ଲୋକଙ୍କ ଉପରେ ପଡ଼ି ଯାଇଥିଲା । ରାବଣର ପୁତଳିକା ପଡିବା ଯୋଗୁଁ ବହୁ ଲୋକେ ଆହାତ ହୋଇଛନ୍ତି ।

Related Articles

Back to top button