ବୁମରାଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହେଲେ ମହମ୍ମଦ ସାମି

ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା T-20 ୱାର୍ଲ୍ଡକପ ସ୍କ୍ବାର୍ଡ଼ରେ ସାମିଲ ହେଲେ ଦ୍ରୁତ ବୋଲର ମହମ୍ମଦ ସାମି । ଯଶପ୍ରୀତ ବୁମରା ଆହତ କାରଣରୁ ଚଳିତ ବର୍ଷ ବିଶ୍ବକପରୁ ବାହାର ହେବାପରେ ତାଙ୍କ ସ୍ଥାନ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ ଶେଷରେ ତାଙ୍କ ବଦଳରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି । ଏନେଇ ବିସିସିଆଇ ଟ୍ବିଟ କରି ସୂଚନା ଦେଇଛି ।

Related Articles

Back to top button