ଅଗ୍ନି ପ୍ରାଇମ-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଧାମରା: ଅବଦ୍ଦୁଲ କଲାମ ଆଇଲାଣ୍ଡରୁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ଆଜି ସକାଳେ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଅଗ୍ନି ପ୍ରାଇମ-୩ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୩ହଜାରରୁ ୩୫୦୦ କିଲୋମିଟର ରହିଛି। ଅଗ୍ନି ପ୍ରାଇମ-୩ କ୍ଷେପଣାସ୍ତ୍ରର ଦେଢ଼ରୁ ୩ହଜାର କେଜିର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି।

Related Articles

Back to top button