ତାମିଲନାଡୁରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବା ବେଳେ ବିଷାକ୍ତ ଗ୍ୟାସ୍ ସମ୍ପର୍କରେ ଆସି ୩ ମୃତ

ଚେନ୍ନାଇ: ତାମିଲନାଡୁର ଏକ ରିସୋର୍ଟରେ ସେପ୍ଟିକ୍ ଟ୍ୟାଙ୍କ ସଫା କରୁଥିବା ସମୟରେ ବିଷାକ୍ତ ଗ୍ୟାସ୍ ସମ୍ପର୍କରେ ଆସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଚେନ୍ନାଇଠାରୁ ୪୭ କିଲୋମିଟର ଦୂରରେ ଥିବା ଶ୍ରୀପେରୁମ୍ବୁଦୁରରେ ଏହି ରିସୋର୍ଟ ଅବସ୍ଥିତ ବୋଲି କୁହାଯାଉଛି।

Related Articles

Back to top button