ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଦିନ ଗୋଟାଏ ପରେ ରାଜଧାନୀରେ ସ୍କୁଲ କଲେଜ ଛୁଟି

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସ୍କୁଲ କଲେଜ ଛୁଟି ।  ଦିନ ଗୋଟାଏ ପରେ ରାଜଧାନୀରେ ସ୍କୁଲ କଲେଜ ଛୁଟି ରହିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ଦିନ୧ଟାଏ ପରେ ସ୍କୁଲ, କଲେଜ ଓ ସରକାରୀ ଅଫିସ ବନ୍ଦ ରହିବ ।

Related Articles

Back to top button