ଓଡ଼ିଶା ହାଇକୋର୍ଟର ଆନ୍ଦୋଳନରତ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ଛାଟ। ଆନ୍ଦୋଳନକୁ ବନ୍ଦ କରି ବୁଧବାରଠାରୁ କାର୍ଯ୍ୟାରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରି ନକରିଥିବା ଆଇନଜୀବୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ହେବ। କେବଳ ସେତିକି ନୁହେଁ, ସେମାନଙ୍କ ଲାଇସେନ୍ସ ବି ବାର୍ କାଉନସିଲ ରଦ୍ଦ କରିବ।

ଆଇନଜୀବୀଙ୍କ ଆନ୍ଦୋଳନ ପାଇଁ ସର୍ବସାଧାରଣ ନାନା ସମସ୍ୟାରେ ପଡୁଛନ୍ତି  ବୋଲି ଜଷ୍ଟିସ ସଞ୍ଜୟ କିଶାନ କୌଲ କହିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ସମୟରୁ ଆଇନଜୀବୀ ଅନଶନ କରିଆସୁଛନ୍ତି।

Related Articles

Back to top button