୪୮ ଘଣ୍ଟିଆ ପାଇକମାଳ ବନ୍ଦ

ପାଇକମାଳ: ୪୮ ଘଣ୍ଟିଆ ପାଇକମାଳ ବନ୍ଦ । ପାଇକମାଳକୁ NAC ଦାବି ଓ ପାଇକମାଳ ହସ୍ପିଟାଲକୁ CHC କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ତାଙ୍କର ଏହି ଦାବି ଯଦି ନ ପୂରଣ ନହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ । ଏମିତି ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ । ପୂର୍ବରୁ ଦୁଇଦିନ ହେବ ଧାରଣାରେ ବସିଥିଲେ ପାଇକମାଳର ଜନ ସାଧାରଣ । ତେବେ କେହି ନଶୁଣିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି ।

Related Articles

Back to top button