ଜିଏସଟି ଗୁଇନ୍ଦା ମୁଖ୍ୟ ଭାବେ ଓଡ଼ିଆ ଆଇଆରଏସ୍ ଅଧିକାରୀ ସୁର୍ଜିତ ଭୁଜବଳଙ୍କୁ ନିଯୁକ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅଧିନ ଜିଏସଟି ଗୁଇନ୍ଦା ମୁଖ୍ୟ ଭାବେ ଆଇଆରଏସ୍ ଅଧିକାରୀ ସୁର୍ଜିତ ଭୁଜବଳଙ୍କୁ ନିଯୁକ୍ତି ମିଳିଛି । ସୁର୍ଜିତ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଆରକେ ଭୁଜବଳଙ୍କ ପୁଅ ଏବଂ ଅବସରପ୍ରାପ୍ତ ଆଇଜିପି କୁଳମଣି ଦେଓଙ୍କ ଜ୍ୱାଇଁ ।

୨୦୧୭ରେ ଜିଏସଟି ଲାଗୁ ବେଳେ DGGIକୁ ସମ୍ପ୍ରସାରଣ କରାଯାଇଥିଲା । ଦେଶରେ DGGI ମହାନିର୍ଦ୍ଦେଶକଙ୍କ ୪ଟି ଅଫିସ୍ ସହ ୨୬ଟି ଜୋନାଲ୍ ୟୁନିଟ୍ ଏବଂ ୪୦ଟି ସ୍ଥାନୀୟ ୟୁନିଟ୍ ରହିଛି ।

Related Articles

Back to top button