ବରିଷ୍ଠ ସାମ୍ୱାଦିକ ବୈଷ୍ଣବ ଚରଣ ଜେନାଙ୍କ ହୃଦଘାତରେ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ୱକାର ବୈଷ୍ଣବ ଜେନାଙ୍କ ପରଲୋକ । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବେଞ୍ଜରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିଲେ ସେ । ସେ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ସାମ୍ୱାଦିକ ଥିଲେ । ଅନେକ ଖବରକାଗଜରେ ସେ କାମ କରିଥିଲେ । ମୃତ୍ୟୁ ପୂର୍ବରୁ କେତେକ ଖବରକାଗଜ ପାଇଁ ମୁକ୍ତ ସାମ୍ୱାଦିକତା କରୁଥିଲେ ଓ ସ୍ତମ୍ବ ଲେଖୁଥିଲେ ।

Related Articles

Back to top button