ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଆ ଭାଷାରେ ହେବ ଜେଇଇ ମେନ୍ ପରୀକ୍ଷା । ଜେଇଇ ମେନ୍ ୨୦୨୩ ଦୁଇଟି ସେସନରେ ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଆକୁ ମିଶାଇ ୧୩ଟି ଭାଷାରେ ହେବ ଜେଇଇ ମେନ୍ । ଇଂରାଜୀ ଓ ହିନ୍ଦୀ ସହିତ ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ଼, ମାଲାୟଲମ, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଭାଷାରେ ଏହି ଏଣ୍ଟ୍ରାନ୍ସ ହେବ । ପ୍ରଥମଟି ଜାନୁଆରୀ ଓ ୨ୟଟି ଏପ୍ରିଲରେ ହେବ ବୋଲି ସୂଚନା ରହିଛି ।

Related Articles

Back to top button