ପେଟରେ ୫୨୮ କେଜି ପଥର ରଖି ଭାଙ୍ଗିଲେ: ଭାରତୀୟ ଯୁବକଙ୍କ ଗିନିଜ୍ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ: ଅନେକ ସମୟରେ ଆଜିର ମଣିଷମାନେ କିଛି ଅଦ୍ଭୂତ କାର୍ଯ୍ୟ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ତେବେ ନିକଟରେ ଦୁଇଜଣ ଭାରତୀୟ ଯୁବକ ଏଭଳି କିଛି ଦୁଃସାହିସିକ କାର୍ଯ୍ୟ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଜଣେ ଯୁବକଙ୍କ ନିଜ ପେଟ ଉପରେ ୫୦୦ରୁ ଅଧିକ କେଜି ବିଶିଷ୍ଟ ପଥର ରଖିଥିବା ବେଳେ ଆଉ ଜଣେ ଯୁବକ ଉକ୍ତ ପଥରକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଥିଲେ । ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

Related Articles

Back to top button