ଭାସୁଥିବା ବରଫ ଉପରେ ଚିତ୍ର ତିଆରି କଲେ କଳାକାର, ଭିଡିଓ ଭାଇରାଲ୍

ଜଣେ କଳାକାରଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । କଳାକାର ଜଣକ ପାଣିରେ ଭାସୁଥିବା ବରଫର ଉପରେ ଏକ ଚିତ୍ର ତିଆରି କରୁଛନ୍ତି ଯାହା ବହୁତ ସୁନ୍ଦର ଅଟେ । ଭାସୁଥିବା ବରଫରେ ସେ ଜଣେ ମହିଳାଙ୍କ ଚିତ୍ର ଆଙ୍କିଛନ୍ତି । ଏହି ଚିତ୍ରକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପ୍ରଶଂସା କରୁଛନ୍ତି । ଏହି ଭାଇରାଲ୍ ଭିଡିଓରେ କଳାକାରଙ୍କ ଅନନ୍ୟ କୌଶଳ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭିଡିଓରେ, ବ୍ୟକ୍ତି ଏକ ନିଆରା ଢଙ୍ଗରେ ଚିତ୍ର ତିଆରି କରୁଛନ୍ତି  । ବ୍ୟକ୍ତି ଜଣକ ଭାସୁଥିବା ବରଫର ଏକ କୋଇଲା ମାଧ୍ୟମରେ ମହିଳାଙ୍କ ଚିତ୍ର ତିଆରି କରୁଛନ୍ତି ।

ଏହି ଭିଡିଓ ସୋସିଆଲ ମିଡିଆରେ david_popa_art ନାମକ ଏକ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଛି  । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିଥିବାବେଳେ ୨୪ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହି ଭିଡିଓ ସାଉଥ ଫିନଲ୍ୟାଣ୍ଡର ଅଟେ। ଭିଡିଓରେ ଦେଖାଯାଇଥିବା ଏହି କଳାକାରଙ୍କ ନାମ ହେଉଛି ଡେଭିଡ ପୋପା, ଯାହାଙ୍କ କଳା ଏବେ ଲୋକଙ୍କୁ ପାଗଳ କରିଛି  ।

Related Articles

Back to top button