ଅର୍ଚ୍ଚନା ନାଗ ଜାମିନ୍ ଆବେଦନ ମାମଲା ଶୁଣାଣି ବେଳେ ପୋଲିସକୁ ତଦନ୍ତ ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ମଙ୍ଗଳବାର ହାଇକୋର୍ଟ ପୋଲିସକୁ ରିପୋର୍ଟ ମାଗିଛନ୍ତି । ତଦନ୍ତ କେତେ ଆଗେଇଛି, ଏବେ ସ୍ଥିତି କଣ ସେନେଇ ପୋଲିସକୁ ବିବରଣୀ ମାଗିଛନ୍ତି ଓଡ଼ିଶା ହାଇକୋର୍ଟ ।

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ବେଳେ ହାଇକୋର୍ଟ ପୋଲିସକୁ ତଦନ୍ତର ସ୍ଥିତି ନେଇ ରିପୋର୍ଟ ଦେବାକୁ କହିଛନ୍ତି । ଏହା ପୂର୍ବରୁ ଜାନୁଆରୀ ମାସରେ ହାଇକୋର୍ଟ ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆରର କେସ୍ ଡାଏରୀ ମାଗିଥିଲେ

Related Articles

Back to top button