୨୨ ତାରିଖ ଠାରୁ ସ୍ୱାଭାବିକ ଭାବରେ ଚାଲିବ ସମସ୍ତ ସ୍କୁଲ

ଆଉ ଗୋଟିଏ ଦିନ ପାଇଁ ବଢ଼ିଲା ସକାଳୁଆ ସ୍କୁଲ। ଗତକାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବ ଏହି ନିଷ୍ପତ୍ତିରୁ ସ୍ପଷ୍ଟ ସୂଚନା ମିଳିଛି।

Related Articles

Back to top button