୫ ମହାବଳ ବାଘ ଆସିବେ ଓଡିଶା

ଓଡିଶାକୁ ଅଣାଯିବ ୫ ମହାବଳ ବାଘ। ଡେବ୍ରିଗଡ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଅଣାଯିବ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ଆସିବେ ବାଘ। ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ବାଘ ଆସିବେ। ୫ ମହାବଳ ବାଘ ଓଡିଶା ଆସିବା ନେଇ ଶୁକ୍ରବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related Articles

Back to top button