ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ବଢୁଛି ଆଗ୍ରହ: ସ୍ୱାସ୍ଥ୍ୟମନ୍ତ୍ରୀ

ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢୁଛି। ସୋମବାର ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୨୦୨୩-୨୪ରେ ୧୭୯୨ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି। ୨୦୨୧-୨୨ରେ ୯୯୧, ୨୦୨୨-୨୩ରେ ୧୫୬୯ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । ୨୦୨୩-୨୪ରେ ୮୦୪୦୩ ମହିଳା ବନ୍ଧ୍ୟାକରଣ କରିଛନ୍ତି। ୩ ବର୍ଷରେ ମୋଟ୍‌ ୨ ଲକ୍ଷ ୫୯ ହଜାର ୮୨୨ ଜଣ ବନ୍ଧ୍ୟାକରଣ କରିଛନ୍ତି।

Related Articles

Back to top button