ପଦ୍ମ ଧରିଲେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା

ପଦ୍ମ ଧରିଲେ ଜାଡେଜା । ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ନୂତନ ଇନିଂସର ଆରମ୍ଭ କରିଛନ୍ତି। ସେ ଗୁରୁବାର ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ସହ ସଦସ୍ୟତା ଗ୍ରହଣ କରିଛନ୍ତି। ଜାମନଗର ବିଧାୟକ ତଥା ଜାଡ଼େଜାଙ୍କ ପତ୍ନୀ ରିଭାବା ଜାଡ଼େଜା ଗୁରୁବାର ଏକ୍ସରେ ଏହାର ସୂଚନା ଦେଇଛନ୍ତି। ନିକଟରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ଜାଡେଜା ।

Related Articles

Back to top button