ସୁନ୍ଦରଗଡ଼ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ

ରାଜ୍ୟରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ରହିଛି । ଅପରାହ୍ନ ସମୟ ୨ଟା ୫୪ ମିନିଟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂମି କମ୍ପ ହେଲା ପରେ ଲୋକମାନେ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ । ଏହା ପରେ ଲୋକମାନେ ଭୟଭୀତ ହୋଇଯାଇଥିବା ଦେଖାଯାଇଛି ।

Related Articles

Back to top button