ଜାରି ହୋଇଛି ଚିଠି: ରାସନ୍ କାର୍ଡରେ ମିଳିବ ଗହମ

ଏଣିକି ରାସନ୍ କାର୍ଡରେ ମିଳିବ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଜାରି କରାଯାଇଛି ଚିଠି । ଓଡିଶା ସମେତ , ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର,ତାମିଲନାଡୁ, ଉତ୍ତରପ୍ରଦେଶ, ଝାଡଖଣ୍ଡ,ବିହାର ଓ ମଧ୍ୟପ୍ରଦେଶରେ ଆସନ୍ତା ଅକ୍ଟୋବର ମାସରୁ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି। ଗହମ ବଣ୍ଟନ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

Related Articles

Back to top button