ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କର ମହାସ୍ନାନ

ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କର ମହାସ୍ନାନ। ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ କରାଗଲା ବଡ଼ ମହାସ୍ନାନ। ସୂଚନା ଅନୁସାରେ କଳାହାଟ ଦ୍ୱାର ନିକଟରେ ଜଣେ କର୍ମଚାରୀଙ୍କ ହାତ ଚାପି ହୋଇଯିବାରୁ ରକ୍ତସ୍ରାବ ହୋଇଥିଲା ।କଳାହାଟ ଦ୍ୱାର ନିକଟରେ ରକ୍ତଛିଟା ପଡ଼ିବାରୁ ହେଲା ବଡ଼ମହାସ୍ନାନ କରାଯାଇଛି । ଯେଉଁଥିପାଇଁ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି । ମହାସ୍ନାନ ଯୋଗୁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ଦର୍ଶନ ପ୍ରାୟ ୨ଟା ପରେ ସ୍ବାଭାବିକ ହେବ । ଭକ୍ତମାନେ ଧର୍ଯ୍ୟର ସହ ଅପେକ୍ଷା କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ ।

Related Articles

Back to top button