Warning: include(/home/abhihmww/public_html/wp-content/plugins/wordpress-seo/vendor/composer/../../src/integrations/admin/background-indexing-integration.php): failed to open stream: No such file or directory in /home/abhihmww/public_html/wp-content/plugins/code-snippets/vendor/composer/ClassLoader.php on line 576

Warning: include(): Failed opening '/home/abhihmww/public_html/wp-content/plugins/wordpress-seo/vendor/composer/../../src/integrations/admin/background-indexing-integration.php' for inclusion (include_path='.:/opt/alt/php74/usr/share/pear') in /home/abhihmww/public_html/wp-content/plugins/code-snippets/vendor/composer/ClassLoader.php on line 576

Warning: include(/home/abhihmww/public_html/wp-content/plugins/wordpress-seo/vendor/composer/../../src/helpers/schema/id-helper.php): failed to open stream: No such file or directory in /home/abhihmww/public_html/wp-content/plugins/code-snippets/vendor/composer/ClassLoader.php on line 576

Warning: include(): Failed opening '/home/abhihmww/public_html/wp-content/plugins/wordpress-seo/vendor/composer/../../src/helpers/schema/id-helper.php' for inclusion (include_path='.:/opt/alt/php74/usr/share/pear') in /home/abhihmww/public_html/wp-content/plugins/code-snippets/vendor/composer/ClassLoader.php on line 576

Warning: include(/home/abhihmww/public_html/wp-content/plugins/wordpress-seo/vendor/composer/../../src/user-meta/framework/custom-meta/content-analysis-disable.php): failed to open stream: No such file or directory in /home/abhihmww/public_html/wp-content/plugins/code-snippets/vendor/composer/ClassLoader.php on line 576

Warning: include(): Failed opening '/home/abhihmww/public_html/wp-content/plugins/wordpress-seo/vendor/composer/../../src/user-meta/framework/custom-meta/content-analysis-disable.php' for inclusion (include_path='.:/opt/alt/php74/usr/share/pear') in /home/abhihmww/public_html/wp-content/plugins/code-snippets/vendor/composer/ClassLoader.php on line 576
ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ନିତର୍ବାଚନ କମିଶନ – Abhigam TV

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ନିତର୍ବାଚନ କମିଶନ

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ନିତର୍ବାଚନ କମିଶନ। ଏହି ଘୋଷଣା ଅନୁସାରେ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟରେ ହେବ ନିର୍ବାଚନ। ୨୨ ଅକ୍ଟୋବରରେ ବିଜ୍ଞପ୍ତି, ୨୯ରେ ମାମାଙ୍କନ ଏବଂ ନଭେମ୍ବର ୪ ତାରିଖ ଦିନ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ନଭେମ୍ବର ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ। ୨୩ ତାରିଖ ଦିନ ଗଣତି ହେବ। ଅପରପକ୍ଷେ ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ଭୋଟ ଗ୍ରହଣ କରାଯିବ। ୧୩ ନଭେମ୍ବର ଏବଂ ୨୦ ନଭେମ୍ବରକୁ ଏଥିଲାଗି ସ୍ଥିର କରାଯାଇଛି। ଗଣତି ଓ ଫଳାଫଳ ପ୍ରକାଶନ ଗୋଟିଏ ତାରିଖ ଅର୍ଥାତ୍‍ ୨୩ ନଭେମ୍ବରରେ କରାଯିବ। ପ୍ରଥମ ପର୍ଯ୍ୟାୟ ଲାଗି ଅକ୍ଟୋବର ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଆସନ୍ତା ୨୨ରେ ପ୍ରକାଶ ପାଇବ। ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଏବଂ ୨୯ ଅକ୍ଟେୋବରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଆରମ୍ଭ ହେବ। ୩୦ ତାରିଖସୁଦ୍ଧା ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କିତ କରିଥିବା ପ୍ରାର୍ଥୀ ନିଜ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ କ୍ଷେତ୍ରରେ ଏହାକୁ ୧ ନଭେମ୍ବର ସ୍ଥିର କରାଯାଇଛି। ନିର୍ବାଚନ କମିଶନ ଘୋଷଣା ଦିନ ହିଁ କମିଶନ ନିଜର ଉଦ୍ଦେଶ୍ୟ ଘୋଷଣା କରନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି, ବିଗତ ଲୋକସଭା ଓ ବିଧାନସଭା ନିର୍ବାଚନ ଏବଂ ଜମ୍ମୁ କଶ୍ମୀରରେ ନିର୍ବାଚନ ସମୟରେ ଏହା କରି ଦେଖାଇଛନ୍ତି।

୧୩୦ କୋଟି ଟଙ୍କା ଜବତ କରାଯାଇଥିଲା ଜମ୍ମୁ ଓ କଶ୍ମୀରେ। ହରିୟାଣାରେ ୭୫ କୋଟି ଟଙ୍କା ଜବତ ହୋଇଛି। ଏହି ଦୁଇ ରାଜ୍ୟରେ କୌଣସି ପୁନଃ ଭୋଟିଂ ହୋଇ ନାହିଁ। ଲାଠି କି ଗୁଳି ବି ଚାଲି ନାହିଁ। ଏଥିଲାଗି ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ଭୋଟରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀ କୁମାର। ତଥାପି ଲୋକଙ୍କ କାମ ହେଉଛି କପହିବା ଏବଂ ଅନେକ କଥା କହିବେ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ରର ୩୬ ଜିଲ୍ଲାରେ ୨୮୮ ବିଧାନସଭା ଆସନ ରହିଛି। ଏଠାରେ ୯.୬୩ କୋଟି ହେଉଛନ୍ତି ସମୁଦାୟ ଭୋଟର। ଏଥିରୁ ୨୦.୯ ଲକ୍ଷ ଭୋଟର ହେଉଛନ୍ତି ପ୍ରଥମ ଭୋଟର। ଏଠାରେ ସମୁଦାୟ ୧ଲକ୍ଷ ୧୮୬ ପୁଲିଂ ବୁଥ ନିର୍ମାଣ କରାଯିବ। ୫୩୦ ବୁଥ ଆଦର୍ଶ ବୁଥ ରହିବ।ସେହିପରି ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ୨୪ଟି ଜିଲ୍ଲାରେ ରହିଛି। ହି ୮୧ ଆସନ ଲାଗି ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ୫ ଜାନୁୟାରୀ ୨୦୨୫କୁ ବିଧାନସଭାର ସମୟ ଶେଷ ହେଉଛି। ଏଠାରେ ୨.୬ କୋଟି ଭୋଟର ରହିଛନ୍ତି। ସେମାନଙ୍କ ଭିତରୁ ୧ କୋଟି ୨୯ଲକ୍ଷ ମହିଳା, ୧ କୋଟି ୩୧ଲକ୍ଷ ପୁରୁଷ ଭୋଟର ହୋଇଥିବା ବେଳେ ୧୧.୮୪ ଲକ୍ଷ ଭୋଟର ହେଉଛନ୍ତି ପ୍ରଥମଥର ଭୋଟର। ସମୁଦାୟ ଯୁବା ଭୋଟରଙ୍କ ସଂଖ୍ୟା ଦେଖିଲେ ଏହି ସଂଖ୍ୟା ପ୍ରାୟ ୬୬.୮୪ ଲକ୍ଷ, ଯେଉଁମାନଙ୍କ ବୟସ ୨୦ରୁ ୨୯ ବର୍ଷ ବୟସ। ଝାଡ଼ଖଣ୍ଡରେ ୨୯୫୬୨ ପୁଲିଂ ବୁଥ ରହିବ। ଏଠାରେ ୫୦୪୨ ହେଉଛି ସହରାଞ୍ଚଳ ବୁଥ। ବାକି ସବୁ ଗ୍ରାମୀଣ ବୁଥ। ଦୁଇ ରାଜ୍ୟରେ ଆଦିମ ଅଧିବାସୀଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଉଭୟ ଦୁଇ ରାଜ୍ୟରେ ଆଦିମ ଅଧିବାସୀଙ୍କୁ ଭୋଟର ଭାବେ ଗ୍ରହଣ କରାଯାଇଛି।

ସମସ୍ତ ବୁଥରେ ଅତ୍ୟାବଶ୍ୟକ ସେବା ଯେମିତି ପିଇବା ପାଣି, ଛାଇ, ଶୌଚାଗାର, ଆଲୋକ ବ୍ୟବସ୍ଥା ଗ୍ରହଣ କରାଯିବ। ପୁଣି ଯାଉଁଠାରେ ଅଧିକ ଧାଡ଼ି ରହୁଛି ସେଠାରେ ଚୌକିର ବ୍ୟବସ୍ଥା କରାଯିବ। ଶତାୟୁ ଭୋଟର ହେଉଛନ୍ତି ୧ ଲକ୍ଷ ୧୪ ହଜାର ଯେଉଁମାନଙ୍କ ବୟସ ୮୫ ବର୍ଷରୁ ଉର୍ଦ୍ଧ୍ୱ। ଏହି ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ। ଉଭୟ ରାଜ୍ୟରେ ସେମାନେ ଘରେ ରହି ଭୋଟଦାନ କରିପାରିବେ। ଫର୍ମ ୧୨ ଡି ଫର୍ମ ତାଙ୍କୁ ପୂର୍ବରୁ ଦିଆଯିବ। ସେମାନଙ୍କ ଘରୁ ତାଙ୍କ ଭୋଟ ଗ୍ରହଣ କରାଯିବ। ସମସ୍ତ ବ୍ୟବସ୍ଥାର ଭିଡିଓଗ୍ରାଫି କରାଯିବ। ଟେକ୍ନୋଲୋଜିର ବ୍ୟବହାର ଅଧିକ ହେବ। ଭୋଟର ହେଲ୍ପଲାଇନ, ସି ଭିଜିଲ, କେଓ୍ୱାସି ଭୋଟର ଆପ୍‍କୁ ବ୍ୟବହାର କରାଯାଇପାରିବ। ଏହା ସହ ପ୍ରାର୍ଥୀଙ୍କ ଲାଗି ସତ୍ୟପାଠ ଦାଖଲ, ବେହଠକ, ଶୋଭାଯାତ୍ରା ଲାଗି ସେମାନେ ଅନ୍‍ଲାଇନ୍‍ ପୋର୍ଟାଲ ଦ୍ୱାରା ନିବେଦନ କରିପାରିବେ।

Related Articles

Back to top button