ନର୍ସଙ୍କ ଅବହେଳା ପାଇଁ ଭୟଙ୍କର ଅଗ୍ନିକାଣ୍ଡ

ଝାନସୀ ମହାରାଣୀ ଲକ୍ଷ୍ମୀ ବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି । ତେବେ ଏହା ଭିତରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଜଣେ ନର୍ସ ଏକ ଅମ୍ଳଜାନ ସିଲିଣ୍ଡରର ପାଇପକୁ ସଂଯୋଗ କରିବା ପାଇଁ ଏକ ଦିଆସିଲି କାଠି ଜାଳିବା ଯୋଗୁଁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ସେପଟେ ଉତ୍ତରପ୍ରଦେଶ ସରକାର ତ୍ରିସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button