
ସିବିଏସଇ ମାଟ୍ରିକ ପରୀକ୍ଷା ବର୍ଷକୁ ୨ ଥର ହେବ
ସିବିଏସଇ ମାଟ୍ରିକ ପରୀକ୍ଷା ବର୍ଷକୁ ୨ ଥର ହେବ । ପରୀକ୍ଷା ଚାପ କମାଇବାକୁ ଯାଇ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।୨୦୨୬ରୁ ୨ ଥର ପରୀକ୍ଷା ପାଇଁ ଅନୁମତି । ସିବିଏସଇ ବୋର୍ଡ ପକ୍ଷରୁ ଦୁଇଥର ପରୀକ୍ଷା ପାଇଁ ଅନୁମତି ମିଳିଛି ।ଏନଇପି ଆଧାରରେ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ । ବର୍ଷକୁ ୨ ଥର ମାଟ୍ରିକ ପରୀକ୍ଷା ହେବା ଦ୍ୱାରା ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଆଉ ଚିନ୍ତାରେ ରହିବେ ନାହିଁ ।