ଆଜି ରାଜଧାନୀର ତାପମାତ୍ର ୩୫ ଡିଗ୍ରୀ ଅତିକ୍ରମ କରିଛି।

ଆଜି ରାଜଧାନୀର ତାପମାତ୍ର ୩୫ ଡିଗ୍ରୀ ଅତିକ୍ରମ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।ଶନିବାର ଭୁବନେଶ୍ୱରର ତାପମାତ୍ର ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ରହିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି। ଏଠାରେ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି(ଶନିବାର) ଚାନ୍ଦବାଲିର ତାପମାତ୍ର 34.8°C ରେକର୍ଡ କରାଯାଥିଲା। ଆଜି କିନ୍ତୁ ୪ ଡିଗ୍ରୀ କମ୍‌ ରହିଛି। ତଥାପି ଗୁଳୁଗୁଳି କରୁଥିବାରୁ ଜୀବନଯାତ୍ରା ଅସ୍ତବ୍ୟସ୍ତ କରିଛି।

Related Articles

Back to top button