୨ରୁ ସକାଳୁଆ ସ୍କୁଲ : ଦିନ ୧୧ଟାରୁ ୩ଟା ଶ୍ରମିକ ମାନଙ୍କ ପାଇଁ କାମ ବନ୍ଦ

ଅସହ୍ୟ ହେଲାଣି ତାତି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ସରକାର। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ଖରାର ପ୍ରକୋପକୁ ଦେଖି ରାଜ୍ଯ ସରକାରଙ୍କ ବଡ଼ ନିଷ୍ପତ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ ।ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୭ରୁ ୯ରୁ ଖୋଲିବ ଅଙ୍ଗନଓ୍ବାଡି କେନ୍ଦ୍ର । ସେହିଭଳି ଦିନ ୧୧ଟାରୁ ୩ଟା ଶ୍ରମିକ ମାନଙ୍କ ପାଇଁ କାମ ବନ୍ଦ । ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button