CBSE ଦଶମ ରେଜଲ୍ଟ : ମୋଟ ପାସ୍‌ ହାର ୯୩.୬୬ ପ୍ରତିଶତ

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ପାସ୍‌ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଛି। ଭୁବନେଶ୍ବର ଜୋନ୍‌ରେ ପାସ୍‌ ହାର ୯୨.୬୪% ରହିଛି। ଚଳିତ ବର୍ଷ ସିବିଏସଇ ଦଶମରେ ୨୩ଲକ୍ଷ ୭୧ହଜାର ୯୩୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Related Articles

Back to top button