ରଥ ଉପରକୁ ମୋବାଇଲ୍‌ ନେଲେ ଫୌଜଦାରୀ ମାମଲା : ମୁଖ୍ୟ ପ୍ରଶାସକ

ଆଗକୁ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ଏହାକୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏଥର ରଥ ଉପରକୁ ମୋବାଇଲ୍‌ ନେଲେ ଫୌଜଦାରୀ ମାମଲା । ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକଙ୍କ କଡ଼ା ଟିପ୍ପଣୀ । ଘୋଷଯାତ୍ରା ବେଳେ ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି । କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ । ସମସ୍ତଙ୍କୁ ରଥ ଉପରେ ମୋବାଇଲ୍‌ ବାରଣ କରାଯାଇଛି । ଏଣିକି କେବଳ ମୋବାଇଲ୍‌ ସିଜ୍‌ ନୁହେଁ, ଫୌଜଦାରୀ ମାମଲା ହେବ ।

Related Articles

Back to top button