ଦର ବୃଦ୍ଧିରେ ରେକର୍ଡ଼ ଭାଙ୍ଗିଲା ୨୪ କ୍ୟାରେଟ୍‌ ସୁନା

ପୁଣି ଚିନ୍ତା ବଢାଇଲା ସୁନା । ସେପ୍ଟେମ୍ବର ୧୨ ଅର୍ଥାତ୍‌ ଶୁକ୍ରବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧,୧୧,୨୮୦ ଟଙ୍କା ରହିଛି । ଗତକାଲି ୧,୧୦,୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୨,୦୦୦ ଟଙ୍କା ରହିଛି । ଗତକାଲି ୧,୦୧,୩୦୦ ଟଙ୍କା ଥିଲା । ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୩,୪୬୦ ଟଙ୍କା ରହିଛି । ଗତକାଲି ୮୨,୮୮୦ ଟଙ୍କା ଥିଲା । ଏଥିରେ ୫୮୦ ଟଙ୍କା ବୃଦ୍ଧି ହୋଇଛି ।ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍‌ ରୁପ ଦାମ୍‌ ୧୪,୨୦୦ ଟଙ୍କା ରହିଛି । ଗତକାଲି ୧୪,୦୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।

Related Articles

Back to top button