Er. Dillip Kumar Pattanayak
-
ବିଦେଶ
୧୨ ଟି ଦେଶର ନାଗରିକଙ୍କ ଆମେରିକା ଗସ୍ତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ
ଆମେରିକାର ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ନିଜ ଦେଶର ସୀମାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଏହାରି ଭିତରେ ଟ୍ରମ୍ପ ୧୨ ଟି…
Read More » -
ଓଡ଼ିଶା
କୌଣସି ଚାଷୀଙ୍କ ଟୋକନ ସମସ୍ୟା ରହିବ ନାହଁ : ଯୋଗାଣ ମନ୍ତ୍ରୀ
ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳବାର ସମ୍ବଲପୁର ଗସ୍ତ କରି ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଯୋଗ ଦେଇଛନ୍ତି ।…
Read More » -
ଓଡ଼ିଶା
ପ୍ରକାଶ ପାଇଲା OJEE -2025 ରେଜଲ୍ଟ
ପ୍ରକାଶ ପାଇଲା OJEE ରେଜଲ୍ଟ। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ…
Read More » -
ଓଡ଼ିଶା
ରଥ ଉପରକୁ ମୋବାଇଲ ନେଲେ ଓ ଅଣସେବାୟତ ଚଢିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ଆଇନ ମନ୍ତ୍ରୀ
ପାଖେଇ ଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଘୋଷଯାତ୍ରା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ…
Read More » -
ବ୍ୟବସାୟ
ମଙ୍ଗଳବାର ସୁନା ଦର ହେଲା ହ୍ରାସ : ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନାର ଦାମ୍ ୯୭,୫୮୦ ଟଙ୍କା
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । ଜୁନ୍ ୧୦ ଅର୍ଥାତ୍ ମଙ୍ଗଳବାର ସୁନା ଦର ହ୍ରାସ ପାଇଛି ।୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା…
Read More » -
ଓଡ଼ିଶା
ଆଜି ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିନକ ପରେ ରାଜ୍ୟରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି ପାଳନ କରିବେ । ଏହାପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଆଜି ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…
Read More » -
ବିଦେଶ
ପ୍ରବାସ ନୀତି ବିରୋଧରେ ଲସ୍ ଆଞ୍ଜେଲସ୍ରେ ହଜାର ହଜାର ଲୋକଙ୍କ ପ୍ରତିବାଦ
ଆମେରିକାରେ ତେଜିବାରେ ଲାଗିଛି ଟ୍ରମ୍ପ ବିରୋଧୀ ଆନ୍ଦୋଳନ । ପ୍ରବାସ ନୀତି ବିରୋଧରେ ଲସ୍ ଆଞ୍ଜେଲସ୍ରେ ହଜାର ହଜାର ଲୋକଙ୍କ ପ୍ରତିବାଦ । ଗତ ଦୁଇ ଦିନ…
Read More » -
ଓଡ଼ିଶା
କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଏଏସ୍ ଅଧିକାରୀ
ଜଣେ କ୍ରସର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଏଏସ୍ ଅଧିକାରୀ। ସେ ହେଉଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା।…
Read More » -
ଦେଶ
ପଶ୍ଚିମବଙ୍ଗ ପରେ ପୁଣି ତାମିଲନାଡୁରେ ବିଜେପି ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଲେ ଶାହ
ପଶ୍ଚିମବଙ୍ଗ ପରେ ପୁଣି ତାମିଲନାଡୁରେ ବିଜେପି ସରକାର ଗଢିବା ନେଇ ଦମ୍ଭୋକ୍ତି ଦେଖାଇଲେ ଶାହ । ମଦୁରାଇରେ ଏକ ଜନସଭାରେ ଖୋଲା ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ…
Read More » -
ଓଡ଼ିଶା
ମେଡ଼ିସିନ ଷ୍ଟୋରରେ ବେଆଇନ ଗର୍ଭପାତ କିଟ ବିକ୍ରି ନେଇ ଚଢ଼ାଉ
ରାଜଧାନୀରେ ଚାଲିଥିଲା ବେଆଇନ ଗର୍ଭପାତ ! ମେଡ଼ିସିନ ଷ୍ଟୋରରେ ମିଳୁଥିଲା ବେଆଇନ ଗର୍ଭପାତ କିଟ । ବିନା ଡାକ୍ତରୀ ପ୍ରେସକ୍ରିପସନରେ ଏହି କିଟ ବିକ୍ରି କରିବା ନେଇ…
Read More »