News Desk
-
ଓଡ଼ିଶା
ଲଘୁଚାପ ପ୍ରଭାବରେ ପାଞ୍ଚ ଦିନ ଯାଏଁ ବର୍ଷାର ସମ୍ଭାବନା
ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ପ୍ରଭାବରେ ପାଞ୍ଚ ଦିନ ଯାଏଁ ବର୍ଷାର ସମ୍ଭାବନା ରହିଛି । ୧୨ ଜିଲ୍ଲାରେ ପ୍ରବଳ ବର୍ଷା…
Read More » -
କ୍ରୀଡ଼ା
ଚେସ୍ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ ।
ଆୟୋଜିତ ୪୫ତମ ଚେସ୍ ଅଲିମ୍ପିଆଡରେ ଇତିହାସ ରଚିଛି ଭାରତ । ପ୍ରଥମ ଥର ବିଜେତା ହୋଇ ଭାରତୀୟ ଚେସ୍ ଇତିହାସରେ ନୂଆ ଫର୍ଦ ଯୋଡ଼ିବା ସହ ସ୍ବର୍ଣ୍ଣ…
Read More » -
ଦେଶ
ଚାଇଲଡ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିବା ଓ ଡାଇନଲୋଡ୍ କରିବା ଅପରାଧ :ସର୍ବୋଚ୍ଚଅଦାଲତ
ଚାଇଲଡ ପର୍ଣ୍ଣୋଗ୍ରାଫି ତଥା ଶିଶୁ ଅଶ୍ଳୀଳତା ନେଇ ସର୍ବୋଚ୍ଚଅଦାଲତଙ୍କ ବଡ଼ ରାୟ। ପୋକସୋ ଅଧୀନରେ ଚାଇଲଡ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିବା ଓ ଡାଇନଲୋଡ୍ କରିବା ଅପରାଧ ବୋଲି…
Read More » -
ଦେଶ
ଚନ୍ଦ୍ରପୃଷ୍ଠରେ ପ୍ରାଚୀନ ଆଗ୍ନେୟଗିରି ଉଦ୍ଗିରଣ ଠାବ କରିବାରେ ସଫଳ ହୋଇଛି ରୋଭର ପ୍ରଜ୍ଞାନ
ଭାରତର ଚନ୍ଦ୍ରଯାନ-୩ ଅଭିଯାନ ୨୦୨୩ରେ ସଫଳ ହୋଇଥିଲା। ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିଥିଲା। ସେବେଠାରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରୁ ନୂଆ…
Read More » -
ଓଡ଼ିଶା
ରାଜ୍ୟରେ ଗତ ସାତ ଦିନରେ ଚିହ୍ନଟ ହୋଇଛନ୍ତି ୧୦୦୦ ନୂଆ ଡେଙ୍ଗୁ ରୋଗୀ
ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ…
Read More » -
ଦେଶ
ଭାରତର ଅଭିଜ୍ଞତା ଏବଂ ନେତୃତ୍ୱକୁ ପ୍ରଶଂସା କଲେ ଜୋର ବାଇଡେନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ ଏବଂ ପରେ କ୍ୱାଡ ସମ୍ମିଳନୀରେ ମଧ୍ୟ ଭାଗ ନେଇଥିଲେ…
Read More » -
ଓଡ଼ିଶା
ଶେଷ ହେଲା ରତ୍ନଭଣ୍ଡାର ସର୍ଭେ ।
ଶେଷ ହେଲା ରତ୍ନଭଣ୍ଡାର ସର୍ଭେ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଧରି ନିରୀକ୍ଷଣ ପରେ ଟିମ୍ ବାହାରକୁ ବାହାରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା…
Read More » -
ଦେଶ
ତିରୁପତି ଲଡୁ ମାମଲାରେ ସତ୍ୟତା ସ୍ପଷ୍ଟ କଲା ମନ୍ଦିର ଟ୍ରଷ୍ଟ
ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରର ପ୍ରସାଦମ ଲଡୁରେ ଘିଅ ପରିବର୍ତ୍ତେ ମାଛ ତେଲ ଓ ପଶୁ ଚର୍ବି ତେଲ ବ୍ୟବହାର କରାଯାଉଥିବା ଦାବିକୁ ନେଇ ରାଜନୀତି ସରଗରମ ହୋଇଛି।…
Read More » -
ଓଡ଼ିଶା
ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀଙ୍କୁ ମାଡ଼ : ୩ ମହିଳା ଗିରଫ
ବାଲେଶ୍ଵର ଜିଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ମାଡ଼ ମରାଯିବା ଘଟଣାରେ ୩ ମହିଳାଙ୍କୁ ଆଜି ପୁଲିସ…
Read More » -
ଦେଶ
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନାଁରେ ରୁଜୁ ହେଲା ମାମଲା
ତିରୁପତି ଲଡୁ ବିବାଦ ଘନେଇବାରେ ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନଡିଏ ଦଳର ବିଧାୟକଙ୍କ ବୈଠକରେ ପ୍ରସାଦର ଅପମିଶ୍ରଣ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଏହି ଅଭିଯୋଗ…
Read More »