ସମସ୍ତ ସେୟାର ପେଟିଏମ୍‌କୁ ବିକି ଭାରତୀୟ ବଜାର ଛାଡ଼ିଲା ଚାଇନା ଇକମର୍ସ କମ୍ପାନୀ ଆଲିବାବା

ଏହି ଡିଲ୍ ପରେ ଆଲିବାବା ଭାରତରୁ ଏହାର ଉପସ୍ଥିତି ଶେଷ କରିବ। ଏହାପୁର୍ବରୁ ଭାରତରେ ଆଲିବାବା ଜୋମାଟୋ ଏବଂ ବିଗବାସ୍କେଟ୍‌ରେ ଏହାର ସମସ୍ତ ସେୟାର ବିକ୍ରି କରି ଦେଇଥିଲା । ପେଟିଏମ୍‌ରେ ଆଲିବାବା ଏକ ପ୍ରାଥମିକ ନିବେଶକ ଅଟେ ।

ଆଲିବାବା ଏହି ସେୟାର ବିକ୍ରି କରିବା ପରେ ପେଟିଏମ୍‌ର ବଜାର ମୂଲ୍ୟ ବୃଦ୍ଦି ପାଇଛି । ଡିସେମ୍ବର ତ୍ରୈୟମାସିକରେ କମ୍ପାନୀର ସେୟାର ହ୍ରାସ ପାଇଥିଲା । କମ୍ପାନୀ ଫେବୃଆରୀ ୯ ତାରିକେô ଅକ୍ଟୋବର ଏବଂ ଡିସେମ୍ବର ତ୍ରୈୟମାସିକର ଫଳାଫଳ ଜାରି କରିଥିଲେ । ଯାହା ପରେ ଗତକାଲି ଅର୍ଥାତ୍ ୯ ଫେବୃଆରୀ ପର୍ଯ୍ୟନ୍ତ ପେଟିଏମ୍‌ର ସେୟାର ମୂଲ୍ୟରେ ୩୪ ପ୍ରତିଶତ ବୃଦ୍ଧି ପାଇଥିଲା ।

Related Articles

Back to top button