ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନିରେ ୫୦% ବୃଦ୍ଧି, ସ୍ମାର୍ଟଫୋନ୍ ରପ୍ତାନିରେ ୨୩% ବୃଦ୍ଧି

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ବିପୁଳ ପରିମାଣର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ହୋଇଛି। କେବଳ ସ୍ମାର୍ଟଫୋନ୍ ରପ୍ତାନିରେ ୨୩% ବୃଦ୍ଧି ଘଟିଛି। ଭାରତରୁ ରପ୍ତାନି ହେଉଥିବା ଶ୍ରେଷ୍ଠ ୧୦ ପ୍ରକାର ଉତ୍ପାଦ ମଧ୍ୟରେ ବୟନ ସାମଗ୍ରୀକୁ ଅତିକ୍ରମ କରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଷଷ୍ଠ ସ୍ଥାନରେ ପହଞ୍ଚିଛି। ଆଗାମୀ ଦିନରେ ଏହା ଔଷଧ ଓ ଫାର୍ମା ସାମଗ୍ରୀ ରପ୍ତାନିକୁ ଅତିକ୍ରମ କରିବାର ସମ୍ଭାବନା ସୃଷ୍ଟି କରିଛି। ଆପଲ୍‌ର ଆଇଫୋନ୍‌କୁ ଭାରତରେ ବିପୁଳ ପରିମାଣରେ ଉତ୍ପାଦନ କରାଯାଉଥିବା ବେଳେ ରପ୍ତାନି ମଧ୍ୟ ବଢ଼ିଛି।

Related Articles

Back to top button