ଦେଶ
-
ଉତ୍ତରପ୍ରଦେଶର କାଶଗଞ୍ଜରେ ବଡ଼ ଅଘଟଣ : 20 ମୃତ
ଉତ୍ତରପ୍ରଦେଶର କାଶଗଞ୍ଜରେ ବଡ଼ ଅଘଟଣ । ପୋଖରୀକୁ ଖସିଲା ଶ୍ରଦ୍ଧାଳୁ ନେଇ ଯାଉଥିବା ଟ୍ରାକ୍ଟର । ଏହି ଅଘଟଣରେ 7 ଜଣ ଛୋଟ ଛୁଆ, 8 ଜଣ…
Read More » -
ଦୀର୍ଘ ୮୯ ବର୍ଷର ପୁରୁଣା ମୁସଲିମ ବିବାହ ଓ ଛାଡପତ୍ର ଆଇନକୁ ରଦ୍ଦ କରିଛନ୍ତି ଆସାମର ମୁଖ୍ୟମନ୍ତ୍ରୀ
ଉତ୍ତରାଖଣ୍ଡ ପରେ ଏବେ ଆସାମରେ ୟୁନିଫର୍ମ ସିଭିଲ କୋଡ୍ ତଥା ୟୁସିସିକୁ ନେଇ ଆଉ ପାଦେ ଆଗେଇଛନ୍ତି ସରକାର। ଦୀର୍ଘ ୮୯ ବର୍ଷର ପୁରୁଣା ମୁସଲିମ ବିବାହ…
Read More » -
ଆସନ୍ତା ୨୯ ତାରିଖ ଯାଏଁ ଚାଷୀ ଆନ୍ଦୋଳନ ସ୍ଥଗିତ
ଆସନ୍ତା ୨୯ ତାରିଖ ଯାଏଁ ଚାଷୀ ଆନ୍ଦୋଳନ ସ୍ଥଗିତ। ଏନେଇ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା। ଏମଏସପି ଦାବି ନେଇ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ…
Read More » -
ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଅପରାଧ ଆଇନ୍ : କେନ୍ଦ୍ର ସରକାର ଜାରି କଲା ଅଧିସୂଚନା
ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଅପରାଧ ଆଇନ୍ । କେନ୍ଦ୍ର ସରକାର ଏନେଇ ଶନିବାର ଅଧିସୂଚନା ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ,…
Read More » -
ରାହୁଲ ଗାନ୍ଧୀଙ୍କୁ ଲାଗିଛି ଏକ ବଡ଼ ଝଟ୍କା :ମାନହାନି ମାମଲା ଆବେଦନ ଖାରଜ କଲେ ଝାଡ଼ଖଣ୍ଡ ହାଇକୋର୍ଟ
ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଆବେଦନ ଖାରଜ କରିବା ପରେ ରାହୁଲ ଗାନ୍ଧୀଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ୨୦୧୮ ମସିହାରେ ଅମିତ ଶାହାଙ୍କ ବିରୋଧରେ ଦେଇଥିବା…
Read More » -
ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଉଦ୍ଧାର କରିଛନ୍ତି ସେନା ଯବାନ
ଜମ୍ମୁରେ ପ୍ରବଳ ତୁଷାରପାତ ଓ ଭୂସ୍ଖଳନ ପରେ ସେନା ଯବାନମାନେ ଜମ୍ମୁ-ଶ୍ରୀନଗର ରାଜପଥରେ ଫସି ରହିଥିବା ୮୦ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଉଦ୍ଧାର କରିଛନ୍ତି। ବୁଧବାର…
Read More » -
କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖାର୍ଗେଙ୍କୁ Z + ସୁରକ୍ଷା
ବଢ଼ିଲା କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖାର୍ଗେଙ୍କ ସୁରକ୍ଷା । ଖାର୍ଗେଙ୍କୁ Z + ସୁରକ୍ଷା ଦିଆଯାଇଛି। ସୂଚନାନୁସାରେ, ଗୁପ୍ତଚର ରିପୋର୍ଟ ଆଧାରରେ ରାଜ୍ୟସଭାରେ ବିରୋଧୀଦଳର ନେତାଙ୍କ…
Read More » -
ଦୁଇ ଦିନ ସ୍ଥଗିତ ହେଲା‘ଦିଲ୍ଲୀ ଚଲୋ’ ଅଭିଯାନ
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ପୁଣି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ହିଂସାତ୍ମକ ମୋଡ଼…
Read More » -
ମାର୍ଚ୍ଚ ୬ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ : ସନ୍ଦେଶଖାଲି ପୀଡିତାଙ୍କୁ ଭେଟିପାରନ୍ତି
ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ଚାରିଆଡେ ଚର୍ଚ୍ଚା। ଏଠାକାର ମହିଳାଙ୍କୁ କଥିତ ରୂପେ ଯୌନ ଉତ୍ପୀଡନ ଓ ହିଂସା ମାମଲାକୁ ନେଇ ପୂରା ଦେଶରେ ବିବାଦ ଉପୁଜିଛି।…
Read More » -
ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ହାଇଆଲର୍ଟ
ଦିଲ୍ଲୀରେ ପ୍ରବେଶ ଲାଗି ୧୪ ହଜାରରୁ ଅଧିକ କୃଷକଙ୍କ ମାର୍ଚ୍ଚ। ରାଲିରେ ସାମିଲ ହୋଇଛନ୍ତି ୧୨ଶହରୁ ଅଧିକ ଟ୍ରାକ୍ଟର। ଚାଷୀଙ୍କ ବିଶାଳ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ…
Read More »