ଦେଶ
-
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାର୍ଟିଫିକେଟ ମାଗି ଫସିଲେ କେଜ୍ରିୱାଲ: ୨୫ ହଜାର ଟଙ୍କାର ଜରିମାନା
ଅହମ୍ମଦାବାଦ : ରାହୁଲଙ୍କ ପରେ ଫସିଲେ କେଜ୍ରିୱଲ । ଜଣେ ସାଂଜ୍ଞା ପାଇଁ ଅନ୍ୟ ଜଣେ ସାର୍ଟିଫକେଟ ପାଇଁ । ମୋଦି ସାଂଜ୍ଞାକୁ ନେଇ ବିବାଦୀୟ ବୟାନ…
Read More » -
ମଧ୍ୟପ୍ରଦେଶ କୂଅ ଛାତ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରର ବେଲେଶ୍ୱର ମହାଦେବ ଝୁଲେଲାଲ୍ ମନ୍ଦିରରେ କୂଅ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପୁଲିସ କୂଆ ଭିତରୁ ୩୫…
Read More » -
ହାୱଡାରେ ଥମୁନି ରାମନବମୀ ହିଂସା, ପୋଲିସ ଫୋର୍ସ ମୁତୟନ
କୋଲକାତା : ପଶ୍ଚିମବଙ୍ଗର ହାୱଡାରେ ରାମ ନବମୀ ଦିନ ଠାରୁ ହିଂସା ଦେଖିବାକୁ ମିଳିଛି । ରାମନବମୀ ଅଗ୍ନିକାଣ୍ଡର ଗୋଟିଏ ଦିନ ପରେ ପୁଣି ଶୁକ୍ରବାର ଦିନ…
Read More » -
ଆଜି ରାତି ୧୨ଟା ପରେ ମହଙ୍ଗା ହେବ ଏନଏଚଆଇ ଟୋଲ ଟ୍ୟାକ୍ସ
ନୂଆଦିଲ୍ଲୀ: ଦେଶର କିଛି ଏକ୍ସପ୍ରେସୱେ ଓ ନ୍ୟାସନାଲ ହାଇୱେରେ ଆଜି ରାତି ୧୨ଟା ପରେ ଯାତ୍ରା କରିବା ମହଙ୍ଗା ହୋଇଯିବ । ନ୍ୟାସନାଲ ହାଇୱେ ଅର୍ଥରିଟି ଅଫ୍…
Read More » -
ଉତ୍ତରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୪ ଜଣଙ୍କର ମୃତ୍ୟୁ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦଶାହରର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଆହତ ହୋଇଥିବା…
Read More » -
ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀ ଏକ୍ସାଇଜ୍ ସ୍କାମ ପଲିସି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ସିବିଆଇ ମାମଲାରେ…
Read More » -
ଟାକ୍ସ ଚୋରି କରୁଥିବା ଲୋକଙ୍କୁ ଧରାଇଲେ ମିଳିବ ପୁରସ୍କାର
ନୂଆଦିଲ୍ଲୀ: ଦେଶରେ ଟାକ୍ସ ଚୋରି କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏହାକୁ ରୋକିବା ପାଇଁ ଏବଂ ଟାକ୍ସ ଚୋରି କରୁଥିବା ଲୋକମାନଙ୍କୁ…
Read More » -
ୟୁଜିସି ଦେଲା ଚେତାବନୀ: ନକଲି ୟୁନିଭରସିଟିରେ ଆଡମିଶନ କଲେ କ୍ୟାରିୟର ବର୍ବାଦ ହୋଇଯିବ
ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜାତୀୟ ଶିକ୍ଷାନୀତି (ଏନଇପି)୨୦୨୦…
Read More » -
ସ୍ୱାମୀ ଭିକ ମାଗିଲେ ମଧ୍ୟ ପତ୍ନୀଙ୍କୁ ଭରଣପୋଷଣ ଦେବା ତାଙ୍କର କର୍ତ୍ତବ୍ୟ – ଚଣ୍ଡିଗଡ଼ ହାଇକୋର୍ଟ
ନୂଆଦିଲ୍ଲୀ: ଛାଡପତ୍ର କିମ୍ବା ଅନ୍ୟ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀ ଅଲଗା ହେବା ପରେ ମହିଳାମାନଙ୍କୁ ପ୍ରାୟତଃ ଅଧିକ ସମସ୍ୟା ଭୋଗିବାକୁ ପଡ଼େ। ଏହାର କାରଣ ହେଉଛି ଅଧିକାଂଶ…
Read More » -
ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ
ନୂଆଦିଲ୍ଲୀ : ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ମାସରେ ବ୍ୟାଙ୍କଗୁଡିକ ମୋଟ ୧୫ ଦିନ…
Read More »