ଦେଶ
-
ମନ୍ତ୍ରୀପଦରୁ ଇସ୍ତଫା ଦେଲେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ)ର ଜଣଙ୍କ ପରେ ଜଣେ ହେଭିୱେଟ ମନ୍ତ୍ରୀ ବିଭିନ୍ନ ବିବାଦରେ ଛନ୍ଦି ହେଉଛନ୍ତି । ପୂର୍ବରୁ ସତ୍ୟେନ୍ଦ୍ର ଜୈନ…
Read More » -
କୋଲକାତାରେ ୨୪ଘଣ୍ଟାରେ ୫ଜଣ ଶିଶୁଙ୍କର ମୃତ୍ୟୁ, ବ୍ୟାପୁଛି ଏଡିନୋଭାଇରସ!
କୋଲକାତା: ଏଡିନୋଭାଇରସ ବଢିବା କାରଣରୁ ପଶ୍ଚିମ ବଙ୍ଗରେ ୨୪ ଘଣ୍ଟାରେ ପାଞ୍ଚଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ବିଭିନ୍ନ ହସ୍ପିଟାଲରେ ଶ୍ୱାସକ୍ରିୟାରେ ବାଧାପ୍ରାପ୍ତ…
Read More » -
ମନୀଷ ସିସୋଦିଆଙ୍କ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଯିବାକୁ କହିଲେ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କଠାରୁ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏକ ବଡ଼ ଝଟକା ଲାଗିଛି। ମନୀଷ ସିସୋଦିଆଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧା ମନା କରି…
Read More » -
ଆସନ୍ତା ମାର୍ଚ୍ଚ ୫ ତାରିଖରେ ନିଟ୍ ପିଜି ପରୀକ୍ଷା, ପରୀକ୍ଷା ଘୁଞ୍ଚାଇବା ଆବେଦନ ସୁପ୍ରିମକୋର୍ଟରେ ଖାରଜ
ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୩ ପରୀକ୍ଷା ଆସନ୍ତା ମାର୍ଚ୍ଚ ୫ ତାରିଖରେ ହିଁ ହେବ। ପରୀକ୍ଷା ଘୁଞ୍ଚିବନି। ପରୀକ୍ଷା ଘୁଞ୍ଚାଇବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ପାଇଁ…
Read More » -
ପଞ୍ଜାବରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କଲେ ସମ୍ପର୍କୀୟ ମହିଳା
ଅମୃତସର : ପଞ୍ଜାବରେ ସୋମବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମେଜର ସିଂହ ଧଲିୱାଲ ନାମକ ଜଣେ କଂଗ୍ରେସ ନେତାଙ୍କୁ ଜଣେ ମହିଳା ଗୁଳିକରି…
Read More » -
ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ, ତାଜିକସ୍ତାନରେ ୪.୩ ତୀବ୍ରତାର ଭୂକମ୍ପ, ମଣିପୁରରେ ୩.୨ ତୀବ୍ରତାର ଭୂକମ୍ପ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ତାଜିକସ୍ତାନରେ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ତାଜିକସ୍ତାନରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା…
Read More » -
ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନି ୱଙ୍ଗ
ନୂଆଦିଲ୍ଲୀ : ଚଳିତ ସପ୍ତାହରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନି ୱଙ୍ଗ। ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଏବଂ ଦୁଇ…
Read More » -
ଟିଏମ୍ସି ଟ୍ୱିଟର ଆକାଉଣ୍ଟ ହ୍ୟାକ୍
ନୂଆଦିଲ୍ଲୀ: ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ଏହାର ନାମ ‘ଯୋଗ ଲ୍ୟାବ’ରେ ପରିବର୍ତ୍ତନ ହୋଇଥିବାରୁ ଟିଏମସି ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ…
Read More » -
ଯାଞ୍ଚ କମିଟି ମେମ୍ବର ତଥ୍ୟ ଲିକ କରୁଥିବା ଅଭିଯୋଗ ଆଣିଲେ ରେସଲର ଭିନେଶ ଫୋଗଟ
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ନେଇ ଉପୁଜିଥିବା ବିବାଦ ଆଜି ନୂଆ ମୋଡ ନେଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ଓ…
Read More » -
ପେନସନ ଯୋଜନାରେ ପରିବର୍ତ୍ତନ ଆଣିପାରନ୍ତି ସରକାର
ନୂଆଦିଲ୍ଲୀ: ସାରା ଦେଶରେ ନୂଆ ପେନସନ ଯୋଜନାରେ କିଛି ପରିବର୍ତ୍ତନ ଆଣିପାରନ୍ତି ମୋଦି ସରକାର। ତେବେ ନୂଆ ପେନସନ ଯୋଜନା ପୁରୁଣା ଅପେକ୍ଷା ଖୁବ ଭିନ୍ନ ।…
Read More »