ଦେଶ
-
ପହଲଗାମ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲାଖାଏଁ ସହାୟତା ଘୋଷଣା
ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ପର୍ଯ୍ୟଟକଙ୍କ ପରିବାର ପାଇଁ ଅବଦୁଲ୍ଲା ସରକାର ସହାୟତା ରାଶି ଘୋଷଣା କରିଛନ୍ତି ।…
Read More » -
ମୁର୍ଶିଦାବାଦ ହତ୍ୟା ମାମଲାରେ ଝାରସୁଗୁଡ଼ା ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ
ପଶ୍ଚିମବଙ୍ଗ ମୁର୍ଶିଦାବାଦ ଦଙ୍ଗାରେ ହିନ୍ଦୁ ବାପପୁଅଙ୍କୁ ହତ୍ୟା ଘଟଣା । ଝାରସୁଗୁଡ଼ା ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ଗିରଫ । ବାନି ଇସ୍ରାଏଲ, ସେଫାଉଲ୍ ହକ୍…
Read More » -
ପଶ୍ଚିମବଙ୍ଗ ହିଂସା ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : ଆମ ଉପରେ କାର୍ଯ୍ୟପାଳିକା କ୍ଷେତ୍ରରେ ଦଖଲ ଦେବାର ଅଭିଯୋଗ ଲାଗୁଛି
ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଦାବିରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । ଏହା ଉପରେ ଆଜି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯାଚିକା…
Read More » -
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅପିଲ କଲେ ମିଥୁନ ଚକ୍ରବର୍ତ୍ତୀ
ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହିଂସା ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ବିଜେପି ନେତା ଏବଂ ଚଳଚ୍ଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ହିଂସା ଉପରେ ଏକ ବଡ଼ ବୟାନ…
Read More » -
ଦୁଇଦିନିଆ ସାଉଦୀଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ସାଉଦୀଆରବ ଗସ୍ତରେ ଯିବେ । ସାଉଦୀଆରବର ରାଜକୁମାର ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ…
Read More » -
ୟୁନେସ୍କୋ ମେମୋରି ଅଫ୍ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି ଶ୍ରୀମଦ ଭଗବତ ଗୀତା ଓ ଭରତ ମୁନୀଙ୍କ ଦ୍ବାରା ରଚିତ ନାଟ୍ୟଶାସ୍ତ୍ର
ଭାରତୀୟ ସଭ୍ୟତା ଓ ଐହିତ୍ୟ ପାଇଁ ଐତିହାସିକ ଦିନ। ୟୁନେସ୍କୋ ମେମୋରି ଅଫ୍ ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି ଶ୍ରୀମଦ ଭଗବତ ଗୀତା ଓ ଭରତ ମୁନୀଙ୍କ…
Read More » -
୨୨ ଜଣ ନକ୍ସଲ ପୋଲିସ ନିକଟରେ କରିଲେ ଆତ୍ମସମର୍ପଣ
ଶୁକ୍ରବାର ସକାଳେ ୨୨ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଛତିଶଗଡ଼ ସରକାରଙ୍କ ପୁନର୍ବାସ ତଥା ଥଇଥାନ ନୀତି ଯୋଜନା ଦ୍ୱାରା ପ୍ରଭାବିତ ହୋଇ…
Read More » -
ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ବି.ଆର. ଗଭାଇଙ୍କ ନାଁ ହୋଇଛି ପ୍ରସ୍ତାବିତ
ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ଶେଷ ହେବ। ତେବେ ଏହା ପୂର୍ବରୁ କିଏ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ…
Read More » -
ମେ’ ୫ରେ ଓ୍ବାକଫ୍ ସଂଶୋଧନ ଆଇନ ୨୦୨୫ର ପରବର୍ତ୍ତୀ ଶୁଣାଣି
ଓ୍ବାକଫ୍ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର…
Read More » -
ହସ୍ପିଟାଲରୁ ନବଜାତ ଶିଶୁ ଚୋରି ହେଲେ ରଦ୍ଦ ହେବ ଲାଇସେନ୍ସ : ସର୍ବୋଚ୍ଚ ନ୍ୟାୟାଳୟ
ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ…
Read More »