ଦେଶ
-
ସୁପ୍ରିମକୋର୍ଟରେ ୫ ଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ୫ ଜଣ ନୂତନ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ପଙ୍କଜ ମିତଲ (ରାଜସ୍ଥାନ ହାଇକୋର୍ଟର ପ୍ରଧାନ ବିଚାରପତି),…
Read More » -
ଜାମିଆ ୟୁନିଭର୍ସିଟି ହିଂସା ମାମଲାରେ ଦୋଷମୁକ୍ତ ହେଲେ ଶର୍ଜିଲ୍ ଇମାମ ଓ ଅସିଫ୍ ଇକବାଲ ତହ୍ନା
ନୂଆଦିଲ୍ଲୀ: ଡିସେମ୍ବର ୨୦୧୯ ଦିଲ୍ଲୀ ଜାମିୟା ମିଲିୟା ଇସ୍ଲାମିଆ ୟୁନିଭର୍ସିଟି ହିଂସା ଘଟଣାରେ ଦୋଷମୁକ୍ତ ହେଲେ ଜବାହାର ଲାଲ୍ ନେହରୁ ୟୁନିଭର୍ସିଟି ଛାତ୍ର ଶର୍ଜିଲ୍ ଇମାମଙ୍କୁ ଓ…
Read More » -
ବିଶିଷ୍ଟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ
ମୁମ୍ବାଇ: ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଜାତୀୟ ପୁରସ୍କାର ବିଜେତା କିମ୍ବଦନ୍ତୀ ଗାୟକ ବାଣୀ ଜୟରାମଙ୍କ ଆଜି ଦେହାନ୍ତ ହୋଇଛି । ଚେନ୍ନାଇରେ ତାଙ୍କ ଘରେ ମୃତ୍ୟୁ ହୋଇଥିବା…
Read More » -
ବିଜେପି ଦଳର କର୍ଣ୍ଣାଟକ ପ୍ରଭାରି ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ। ଆଗକୁ ନିର୍ବାଚନ ଆସୁଥିବାରୁ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍…
Read More » -
ଦେଶର ୫୦୦ଟି ହଲରେ ହିନ୍ଦୀରେ ରିଲିଜ୍ ହେଲା ‘ଦମନ’ ଫିଲ୍ମ
ଭୁବନେଶ୍ୱର: ଓଡ଼ିଶାରେ ଦର୍ଶକଙ୍କ ହୃଦୟକୁ ଜୟ କରିବା ପରେ ଏବେ ଜାତୀୟ ସ୍ତରରେ ନୂଆ ଇତିହାସ ଲେଖିବାକୁ ଯାଉଛି ଫିଲ୍ମ ‘ଦମନ’ । ଗତବର୍ଷ ନଭେମ୍ବର ମାସ…
Read More » -
ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ, ଭାରତୀୟ ସେନା ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଆଗକୁ ସେନାରେ ଯୋଗଦେବାକୁ ଇଚ୍ଛୁକ ପ୍ରାର୍ଥିମାନେ ପ୍ରଥମେ ନିର୍ଦ୍ଧିଷ୍ଟ କେନ୍ଦ୍ରଗୁଡ଼ିକରେ ଏକ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ।…
Read More » -
ପ୍ରତିଭାର କୌଣସି ଭୌଗୋଳିକ ସୀମା ନାହିଁ – ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାୟୀ. ଚନ୍ଦ୍ରଚୁଡ଼ ଗତକାଲି ଓଡ଼ିଶାର ୧୦ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟର ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ପ୍ରତିଭାର କୌଣସି…
Read More » -
ଯାତ୍ରୀଙ୍କୁ ପାଟନା ବଦଳରେ ରାଜସ୍ଥାନ ପହଞ୍ଚାଇଲା ଇଣ୍ଡିଗୋ ବିମାନ, ତଦନ୍ତ ନିର୍ଦ୍ଦେଶ ଦେଲା ଡିଜିସିଏ
ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଜଣେ ଯାତ୍ରୀଙ୍କୁ ବିହାର ବଦଳରେ ରାଜସ୍ଥାନରେ ପହଞ୍ଚାଇଦେଇଛି। ଏହି ପ୍ରସଙ୍ଗରେ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ପାଇଁ ନିର୍ଦ୍ଦେଶ…
Read More » -
ଅବସର ପରେ ମିଳୁଥିବା ସୁବିଧାର ସମାନ ଦାବି କରିପାରିବେ ନାହିଁ ଭିଆରଏସ୍ ନେଉଥିବା କର୍ମଚାରୀ
ନୂଆଦିଲ୍ଲୀ: ଚାକିିରି ଶେଷ ହେବା ପୁର୍ବରୁ ଅବସର ନେଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଅବସର ସମୟ ପୁର୍ବରୁ ସ୍ୱଇଚ୍ଛାରେ ସେବାନିବୃତ…
Read More » -
ବାଲ୍ୟ ବିବାହ ରୋକିବାକୁ ଆସାମରେ ବିଭିନ୍ନ ସ୍ଥାନରେ ଚଢାଉ, ୧୮୦୦ ଜଣ ହେଲେଣି ଗିରଫ
ଦିଶପୁର: ଆସାମରେ ବାଲ୍ୟ ବିବାହ ରୋକିବାକୁ ଜୋର୍ସୋର୍ରେ ଲାଗିପଡ଼ିଛନ୍ତି ଆସାମ ସରକାର। ଏଥିପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ ଆଜି ୧୮୦୦ ଜଣଙ୍କୁ ଗିରଫ…
Read More »