ଦେଶ
-
ଈଶ୍ଵରଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ
ତିରୁପତି ଲଡୁ ବିବାଦ ମାମଲାରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଅଦାଲତ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇସାରିବା ପରେ ସରକାର ଗଣମାଧ୍ୟମକୁ ଯିବା କ’ଣ…
Read More » -
ଓଡ଼ିଶାର ସାନ୍ତାଳୀ ଭାଷା ଉପରେ କରାଯାଇଥିବା ନବସୃଜନ ନେଇ ପ୍ରଶଂସା କରିଛନ୍ତି ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଆଜି ୧୦ ବର୍ଷ ପୂରଣ କରିଛି। ଏହି ପୂର୍ତ୍ତି ଅବସର ସହ ‘ମନ୍ କି ବାତ୍’ର…
Read More » -
ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ବାତିଲ ହେଲା ଖେଳ
ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ମଧ୍ୟ ପଡ଼ି ପାରି ନାହିଁ ଗୋଟିଏ ବି ବଲ। ବିନା ଖେଳରେ ତୃତୀୟ ଦିନକୁ କରି…
Read More » -
ବିଦେଶରେ ବଢୁଛି ବନ୍ଦେ ଭାରତ ଟ୍ରେନର ଚାହିଦା
ବିଦେଶରେ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଚାହିଦା ବଢିବାରେ ଲାଗିଛି। ଚିଲି, କାନାଡା, ମାଲେସିଆ ଭଳି ଦେଶ ଭାରତରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆମଦାନୀ…
Read More » -
ମୁମ୍ବାଇ ସହରରେ ହଠାତ୍ ରାତି ଅଧରେ ହେଲା ସୁରକ୍ଷା ବ୍ୟବସ୍ଥା କଡ଼ାକଡି ।
ମୁମ୍ବାଇ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ନଗର ପୋଲିସକୁ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି କରିଛି…
Read More » -
ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ ପାଇଁ ତିଳକ ନଗର ପୁଲିସକୁ ନିର୍ଦ୍ଦେଶ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଢିଲା ଅଡୁଆ । କାରଣ ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ ପାଇଁ ତିଳକ ନଗର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ବେଙ୍ଗାଲୁରୁ…
Read More » -
ସାଂସଦ ଭର୍ତ୍ତୃହରି ମହତାବ ବିତ୍ତ କମିଟି ଅଧ୍ୟକ୍ଷ
ସଂସଦର ବିଭାଗୀୟ ସ୍ଥାୟୀ କମିଟି ଗଠନ କରାଯାଇଛି। ବିଜେପି ସାଂସଦ ଭର୍ତ୍ତୃହରି ମହତାବ ବିତ୍ତ କମିଟିର ମୁଖ୍ୟ ଥିବା ବେଳେ କଂଗ୍ରେସର ଶଶି ଥରୁର ବୈଦେଶିକ ବ୍ୟାପାର…
Read More » -
କେରଳରେ ସାମ୍ନାକୁ ଆସିଲା Mpoxର ଦ୍ୱିତୀୟ ମାମଲା : ସଜାଗ ହେଲା ସ୍ୱାସ୍ଥ୍ୟ ବିଭାଗ
ଭାରତର ଦକ୍ଷିଣ ରାଜ୍ୟ କେରଳରେ ଏମପକ୍ସ ବ୍ୟାପିବା ଆରମ୍ଭ କରିଛି । ୨୭ ସେପ୍ଟେମ୍ବର ଶୁକ୍ରବାର ଦିନ ଏରନାକୁଲମରେ ୟୁଏଇରୁ ଫେରିଥିବା ୨୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ…
Read More » -
ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ
ଶୁକ୍ରବାର ଅପରାହ୍ନରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରି କହିଛି ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଗୁଜୁରାଟ, ଗୋଆ,…
Read More » -
ଦେଶ ପାଇଁ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶ ପାଇଁ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି ସୁପର କମ୍ପ୍ୟୁଟର ହେଉଛି ଭାରତରେ ନିର୍ମିତ…
Read More »