ଦେଶ
-
ବୁଲା କୁକୁରଙ୍କୁ ଖୋଲାରେ ଖାଇବାକୁ ଦେଇ ହେବ: ବମ୍ବେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଡଗ୍ ଲଭର୍ସଙ୍କ ପାଇଁ ଏକ ଖୁସି ଖବର । ଖୋଲାରେ କୁକୁରମାନଙ୍କୁ ଖାଇବାକୁ ଦେବା ନେଇ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ରୋକ ଲଗାଇଥିଲେ । ତେବେ…
Read More » -
ଏକାଧିକ ଥର ହାର୍ଟ ଆଟାକ୍ର ଶିକାର ବଙ୍ଗାଳୀ ଅଭିନେତ୍ରୀ ଆନ୍ଦ୍ରିଲା ଶର୍ମା, ଭେଣ୍ଟିଲେଟରରେ ଭର୍ତ୍ତି
ନୂଆଦିଲ୍ଳୀ: ବଙ୍ଗାଳୀ ଅଭିନେତ୍ରୀ ଆନ୍ଦ୍ରିଲା ଶର୍ମା ମଙ୍ଗଳବାର ଏକାଧିକ ଥର ହାର୍ଟ ଆଟାକ୍ର ଶିକାର ହୋଇଛନ୍ତି। ଯାହାପରେ ତାଙ୍କୁ ସଙ୍ଗେ ସଙ୍ଗେ କୋଲକାତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…
Read More » -
ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ କାର୍ ଧକ୍କାରେ ୪ ବର୍ଷ ଶିଶୁର ମୃତ୍ୟୁ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଆବୁ ତାହେର ଖାନଙ୍କ କାର୍ ଧକ୍କା ଦେବା ପରେ ବୁଧବାର…
Read More » -
ହିମାଚଳ ପ୍ରଦେଶରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୧
ନୂଆଦିଲ୍ଳୀ: ହିମାଚଳ ପ୍ରଦେଶର କୁଲ୍ଳୁ ଏବଂ ମଣ୍ଡୀ ଜିଲ୍ଳାରେ ବୁଧବାର ରାତିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ପରେ ଲୋକେ ନିଜ ନିଜ ଘରୁ ବାହାରକୁ…
Read More » -
ଲଦାଖର ସେଣ୍ଟ୍ରାଲ୍ ଜାମିୟା ମସଜିଦ୍ରେ ଭୟଙ୍କର ଅଗ୍ନିକାଣ୍ଡ
ନୂଆଦିଲ୍ଳୀ: ଲଦାଖର କାରଗିଲ ଜିଲ୍ଳା ଦ୍ରାସସ୍ଥିତ ସେଣ୍ଟ୍ରାଲ୍ ଜାମିୟା ମସଜିଦ୍ରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ମସଜିଦ୍ ସଂପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ପରେ ସେନା,…
Read More » -
ସନି ଲିଓନିଙ୍କ ଚୁକ୍ତି ଉଲ୍ଲଂଘନ ମାମଲା ଉପରେ ରୋକ ଲଗାଇଲେ କେରଳ ହାଇକୋର୍ଟ
ନୂଆଦିଲ୍ଲୀ: କେରଳ ହାଇକୋର୍ଟ ବୁଧବାର ବଲିଉଡ ଅଭିନେତ୍ରୀ ସନି ସିଓନି ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଚୁକ୍ତି ଉଲ୍ଲଂଘନ ମାମଲା ଉପରେ ରୋକ ଲଗାଇଛନ୍ତି ।…
Read More » -
ଦୀର୍ଘ ୧୨ ବର୍ଷ ନ୍ୟାୟିକ ଲଢ଼େଇ ଲଢ଼ି ଜିତିଲେ: ୩୨ ମହିଳା ବାୟୁ ସେନା ଅଧିକାରୀଙ୍କୁ ମଧ୍ୟ ସମାନ ଭତ୍ତା ମିଳିବ
ନୂଆଦିଲ୍ଲୀ: ପାଞ୍ଚ ବର୍ଷର ସ୍ୱଳ୍ପକାଳୀନ ସେବା । ମିଳିବ ସମ୍ପୂର୍ଣ୍ଣ ଭତ୍ତା । ଯୁଗାନ୍ତକାରୀ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଭାରତୀୟ ବାୟୁ ସେନାରେ ୫ ବର୍ଷ…
Read More » -
ଟ୍ରେନରେ ମିଳିବ ସ୍ବାଦିଷ୍ଟ ଖାଦ୍ୟ, ମେନ୍ୟୁରେ ପରିବର୍ତ୍ତନ କରିବ ଆଇଆରସିଟିସି
ନୂଆଦିଲ୍ଲୀ: ଟ୍ରେନରେ ଏବେ ଯାତ୍ରୀଙ୍କୁ ଆହୁରି ଅଧିକ ସ୍ବାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟ ମିଳିବ। ଏହା ସହ ଏବେ ଟ୍ରେନର ମେନ୍ୟୁରେ ଅଧିକ ଆଞ୍ଚଳିକ ଖାଦ୍ୟ ମଧ୍ୟ…
Read More » -
କ୍ଷତିରେ ଚାଲୁଥିବା ସରକାରୀ କମ୍ପାନିକୁ ଦେବାଳିଆ ପ୍ରକ୍ରିୟା ଆପଣାଇବାକୁ ଯୋଜନା କରୁଛନ୍ତି ସରକାର
ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସରକାରୀ କମ୍ପାନିକୁ ବନ୍ଦ କରିବା ପାଇଁ ସରକାର ଦେବାଳିଆ ପ୍ରକ୍ରିୟା ଆପଣାଇବାକୁ ଯୋଜନା କରୁଛନ୍ତି । ନ୍ୟୁଜ୍ ଏଜେନ୍ସି ରୟଟର୍ସର ଖବର ଅନୁସାରେ,…
Read More » -
ଖାଇବା ତେଲ ଦର କମିଲା
ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ମହଙ୍ଗା ମାଡରେ ନଇଁ ପଡ଼ିଥିବା ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସିର ଖବର । ଅକ୍ଟୋବର ମାସରେ ଦରଦାମ ସାମାନ୍ୟ ହ୍ରାସ ପାଇଥିବା…
Read More »