ଦେଶ
-
ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଜଣ ଯବାନଙ୍କ ମୃତ୍ୟୁ
ଗାଙ୍ଗଟକ୍: ଉତ୍ତର ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୬ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି…
Read More » -
ଜାନୁଆରୀ ୨୫ରୁ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ୍ ଟ୍ରେନ୍
ଭୁବନେଶ୍ୱର: ଜାନୁଆରୀ ୨୫ରୁ ଗଡ଼ିବାକୁ ଯାଉଛି ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଗୌରବ ଟ୍ରେନ୍ ଜରିଆରେ ଏହି ଟ୍ରେନ୍ ଗଡ଼ିବ । ଦିଲ୍ଲୀରୁ ଆଇଆରସିଟିସି…
Read More » -
ଟ୍ରେନରେ ଯାତ୍ରା କରିବା ସମୟରେ ଏପରି ଜିନିଷ ସମ୍ପୂର୍ଣ୍ଣ ରୂପେ ବାରଣ
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସମୟରେ ଆମେ ନିଜ ସହିତ ଆମର ଆବଶ୍ୟକିୟ ସାମଗ୍ରୀ ନେଇଥାନ୍ତି । ଫଳରେ ଯାତ୍ରା ସମୟରେ ଆମେ କୌଣସି ଅସୁବିଧାରେ ପଡନ୍ତି…
Read More » -
ସଂସଦରେ ଶାସକ ଦଳ ନେତା ପିନ୍ଧିଲେ ମାସ୍କ, ବିରୋଧୀ ଦଳର ନେତା ପିନ୍ଧିଲେନି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ସାଂସଦମାନେ ଗୁରୁବାର ଦିନ ସଂସଦ ଚାଲିଥିବା ବେଳେ…
Read More » -
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଭିଡ୍ ସମୀକ୍ଷା ବୈଠକ ଅନୁଷ୍ଠିତ: କୋଭିଡ୍ ମାର୍ଗଦର୍ଶିକା ପାଳନ ପାଇଁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ର ପରାମର୍ଶ
ନୂଆଦିଲ୍ଲୀ : ଦେଶରେ ତୁରନ୍ତ କୋଭିଡ୍ ଗାଇଡ୍ଲାଇନ୍ ବା ମାର୍ଗ ଦର୍ଶିକାକକୁ ପାଳି କରିବା ପାଇଁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ପରାମର୍ଶ ଦେଇଛି । ମାସ୍କ ପିନ୍ଧିବା…
Read More » -
ଜାମିନ ଆବେଦନ ଫେରାଇ ନେଲେ ଶ୍ରଦ୍ଧା ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ
ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଅମୀନ ପୁନାୱାଲ ତାଙ୍କ ଜାମିନ ଆବେଦନକୁ ଫେରାଇ ନେଇଛନ୍ତି । ଦୀଲ୍ଲୀର ଏକ ଅଦାଲତରେ ଦାଏର କରିଥିବା ଜାମିନ…
Read More » -
ସୁନା ଛାଉଣି ପରେ କେଦାରନାଥ ମନ୍ଦିରରେ ସୁରକ୍ଷା ନିମନ୍ତେ ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ
ଡେରାଡୁନ : ସୁନା ଛାଉଣି ହୋଇଥିବା ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରର ସୁରକ୍ଷା ନିମନ୍ତେ ସରକାର ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ କରିଛନ୍ତି । ଆଇଟିବିପିର ୩୦ଜଣିଆ ଟିମ୍…
Read More » -
ଭାରତରେ କରୋନା ଭାରିଏଣ୍ଟ BF.27 ଆକ୍ରାନ୍ତ ୪ ଜଣ ଠାବ: ଜାଣନ୍ତୁ ଏହାର ଲକ୍ଷଣ
ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି କରୋନା । ଚୀନରେ ହାହାକାର ସୃଷ୍ଟି କରିଥିବା କରୋନା ଭାରିଏଣ୍ଟ BF.27 ପହଞ୍ଚିଲାଣି ଭାରତରେ । ଭାରତରେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା…
Read More » -
ଋଣ ନେଇ ପରିଶୋଧ କରିନାହାନ୍ତି ୫୦ ଜଣ ଓ୍ୱିଲଫୁଲ୍ ଡିଫଲ୍ଟର, ତାଲିକାର ଶୀର୍ଷରେ ମେହୁଲ ଚୋକ୍ସିଙ୍କ ନାଁ
ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିନାହାଁନ୍ତି ୫୦ ଜଣ ଓ୍ୱିଲଫୁଲ୍ ଡିଫଲ୍ଟର । ସେମାନଙ୍କ ମୋଟ ୯୨ହଜାର ୫୭୦ କୋଟି ଟଙ୍କା ବକେୟା…
Read More » -
‘ଭିଡ଼କୁ ଗଲେ ମାସ୍କ ପିନ୍ଧନ୍ତୁ’ – କେନ୍ଦ୍ର ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ: ଚୀନ୍ରେ କରୋନା ମହାମାରୀର ତାଣ୍ଡବ ଜାରି ରହିଥିବା ବେଳେ ଏହାକୁ ନଜରରେ ରଖି ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ…
Read More »