ଦେଶ
-
ଶ୍ରଦ୍ଧାକୁ ହତ୍ୟା କରିଥିବା ଅଫତାବ ପାରସି ନୁହେଁ, ଜଣେ ଖୋଜା ମୁସ୍ଲିମ ସଂପ୍ରଦାୟର ଯୁବକ
ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରକୁ ହତ୍ୟା କରି ୩୫ ଟୁକୁରା କରିଥିବା ଅଫତାବ ଅମିନ ପୁନାୱାଲା ଏବେ ଜେଲରେ । ରିପୋର୍ଟ ଅନୁସାରେ ଜେଲରେ ବି ହତ୍ୟାକୁ ନେଇ…
Read More » -
ଫୋବର୍ସ ପକ୍ଷରୁ ପ୍ରକାଶ ପାଇଲା ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକା: ଶିଳ୍ପପତି ଗୌତମ ଆଦାନୀ ଶୀର୍ଷରେ
ନୂଆଦିଲ୍ଳୀ: ଫୋବର୍ସ ପକ୍ଷରୁ ପ୍ରକାଶ ପାଇଛି ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକା। ୨୦୨୨ ରେ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ନାମ ରହିଛି ଏହି ତାଲିକାରେ।…
Read More » -
ଏମବିବିଏସ ଡିଗ୍ରୀ ପ୍ରଦାନ ନେଇ ମାନ୍ୟତା ନଥିବା ୟୁନିଭରସିଟିଗୁଡ଼ିକ ବାବଦରେ ସର୍କୁଲାର ଜାରି କଲା ଏନଏମସି
ନୂଆଦିଲ୍ଲୀ: ଭାରତର ଶହ ଶହ ଛାତ୍ରଛାତ୍ରୀ ଅନେକ ବିଦେଶୀ ୟୁନିଭରସିଟିରେ ଏମବିବିଏସ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି । ତେବେ ଅନେକ ପିଲା ନିଜର ଅଜ୍ଞତା ବଶତଃ ପାଇଁ ବହୁ…
Read More » -
ବିସ୍ଫୋରକର ଉପଯୋଗ ଲାଗି କଟକଣାରୁ ‘ଇସ୍ରୋ’ଙ୍କୁ ରିହାତି, ମଞ୍ଜୁରୀର ଆବଶ୍ୟକତା ପଡିବନି
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ଙ୍କ ବିସ୍ଫୋରକର ଉପଯୋଗ ଲାଗି କଟକଣା ଉଠାଇ ଦେଇଛନ୍ତି। ଏଥିଲାଗି ଥିବା ବ୍ୟବସ୍ଥାରୁ ଇସ୍ରୋଙ୍କୁ ରିହାତି ମିଳିଛି। ଫଳରେ…
Read More » -
ଦେଶରେ କରୋନା ଭେକ୍ସିନ ଯୋଗୁ ହୋଇଥିବା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଦେଶରେ କରୋନା ଭେକ୍ସିନ ଯୋଗୁ ହୋଇଥିବା ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତାଙ୍କର ପକ୍ଷ ରଖିଛନ୍ତି। ଏ ବାବଦେ ସରକାର କୋର୍ଟରେ ଏକ ସତ୍ୟପାଠ…
Read More » -
ସମାଚାର ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍: ଅନୁରାଗ ଠାକୁର
ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ…
Read More » -
ୟୁପିଏସସି ସଦସ୍ୟ ହେଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ ସଂଘ ଲୋକସେବା ଆୟୋଗ (ୟୁପିଏସସି) ସଦସ୍ୟ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। କେନ୍ଦ୍ର…
Read More » -
ସାତପୁରା ବାଘ୍ର ଅଭୟାରଣ୍ୟର ନିୟମ ଭାଙ୍ଗି ଅଡୁଆରେ ରବିନା ଟଣ୍ଡନ, ବାଘ ନିକଟରୁ କରିଥିଲେ ଭିଡିଓ
ନୂଆଦିଲ୍ଲୀ: ଜାତୀୟ ଉଦ୍ୟାନ ନିୟମ ଭାଙ୍ଗିଲେ ରବିନା ଟଣ୍ଡନ। ସାତପୁରା ବାଘ୍ର ଅଭୟାରଣ୍ୟର ନିୟମ ଭାଙ୍ଗି ଅଡୁଆରେ ରବିନା ଟଣ୍ଡନ । ନିଷେଧାଞ୍ଚଳରେ ଅତି ନିକଟରୁ ମହାବଳ…
Read More » -
ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ ଲାଗି ଦିଲ୍ଲୀ କୋର୍ଟଙ୍କ ଅନୁମତି
ନୂଆଦିଲ୍ଲୀ: ରୋହିଣୀସ୍ଥିତି ବିଧି ବିଜ୍ଞାନ ପ୍ରୟୋଗଶାଳା (ଏଫଏସସି)ରେ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟ କରାଯିବ। ଏଥିଲାଗି ମଙ୍ଗଳବାର ଦିଲ୍ଲୀ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୁନାୱାଲାର ଓକିଲ…
Read More » -
ଡେରାଡୁନ ଏୟାରପୋର୍ଟରୁ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ ବିକ୍ଟର ସେମେନୋଭ
ଡେରାଡୁନ: ଭାରତରେ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ । ଡେରାଡୁନ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଛି । ରୁଷ ମନ୍ତ୍ରୀ ବିକ୍ଟର ସେମେନୋଭ ରବିବାର ସନ୍ଧ୍ୟାରେ…
Read More »