ଦେଶ
-
ନଭେମ୍ବର ୧୦ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ । ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ…
Read More » -
ଦିଲ୍ଲୀରେ ପ୍ରଦୂଷଣ ପାଇଁ ନିର୍ମାଣ ବନ୍ଦ, ଶ୍ରମିକଙ୍କୁ ମାସିକ ୫ ହଜାର ଟଙ୍କା ସହାୟତା ଦେବେ ସରକାର
ନୂଆଦିଲ୍ଲୀ: ଦୀପାବଳି ପର ଠାରୁ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ଘରୁ ପଦାକୁ ବାହାରିବା ମାତ୍ରେ ରୁନ୍ଧି ହୋଇ ଯାଉଛି ନିଶ୍ୱାସ । ଫଳରେ ସରକାର ଦିଲ୍ଲୀ-ଏନସିଆରରେ ସମସ୍ତ…
Read More » -
ନଭେମ୍ବର ୩ ତାରିଖରେ ରାଜା ରାଜ ଚୋଳଙ୍କ ଜନ୍ମ ବାର୍ଷିକୀକୁ ତେଲେଙ୍ଗାନାରେ ସରକାରୀ କାର୍ଯ୍ୟକ୍ରମ ଭାବରେ ପାଳନ କରାଯିବ
ହାଇଦ୍ରାବାଦ: ରାଜା ରାଜ ଚୋଳଙ୍କ ଜନ୍ମବାର୍ଷିକୀକୁ ଏବେ ସରକାରୀ କାର୍ଯ୍ୟକ୍ରମ ଭାବରେ ପାଳନ କରାଯିବ। ଏହି ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର। ପ୍ରତିବର୍ଷ ନଭେମ୍ବର ୩ ତାରିଖରେ ଏହି…
Read More » -
ବସ୍ତି ପୁନର୍ବାସ ଯୋଜନାରେ ୩,୦୨୪ ନୂଆ ଘର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଗରିବଙ୍କ ଥଇଥାନ ପାଇଁ ବସ୍ତି ପୁନର୍ବାସ ଯୋଜନାରେ ୩,୦୨୪ ନବ ନିର୍ମିତ ଫ୍ଲାଟ୍କୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଆୟୋଜିତ ଏକ କାର୍ଯ୍ୟରେ ନିଜେ…
Read More » -
ମୋରବି ପୋଲ ଦୁର୍ଘଟଣା ଅଭିଯୁକ୍ତଙ୍କ ମୋକଦ୍ଦମା ଲଢିବେନି ଓକିଲ
ମୋରବି: ମୋରବି ପୋଲ ଦୁର୍ଘଟଣାର ଅଭିଯୁକ୍ତଙ୍କ ମୋକଦ୍ଦମା ନ ଲଢିବାକୁ ମୋରବି ବାର ଆସୋସିଏସନ ନିଷ୍ପତ୍ତି ନେଇଛି। ଏଥିଲାଗି ଆସୋସିଏସନର ସଦସ୍ୟମାନେ ବୁଧବାର ବିରୋଧ ଶୋଭାଯାତ୍ରା କରିଛନ୍ତି।…
Read More » -
ଗାନ୍ଧୀବାଦୀ ସମାଜସେବୀ ପଦ୍ମଭୂଷଣ ଇଲା ଭଟ୍ଟଙ୍କ ପରଲୋକ
ଅହମଦାବାଦ: ଗାନ୍ଧୀବାଦୀ ସମାଜସେବୀ ତଥା SEWA ସଂସ୍ଥାପକ ପଦ୍ମ ଭୂଷଣ ଇଲା ଭଟ୍ଟଙ୍କ ପରଲୋକ ହୋଇଛି। ବୁଧବାର ଅହମଦାବାଦରେ ୮୯ ବର୍ଷ ବୟସରେ ଶେଷ ନିସ୍ୱାସ ତ୍ୟାଗ…
Read More » -
୭୦ ବର୍ଷ ବୟସରେ ସିଭିଲ ଡିପ୍ଲୋମା ପରୀକ୍ଷାରେ ଟପ୍ପର
ବେଙ୍ଗାଲୁରୁ: ଯଦି ଇଚ୍ଛା ଦୃଢ ଇଚ୍ଛା ଶକ୍ତି ଥିବ ତେବେ ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚୟ ମିଳିବ। ଆଉ ବୟସ ତ ନିମିତ୍ତ ମାତ୍ର। ଆଉ ଏହାକୁ…
Read More » -
ପାର୍ବଣ ଋତୁରେ ଅନଲାଇନରେ ସାମଗ୍ରୀ କିଣୁଥିବା ପ୍ରାୟ ୪୦ ପ୍ରତିଶତ ଲୋକେ ଠକାମୀର ଶିକାର: ସର୍ଭେ
ନୂଆଦିଲ୍ଲୀ: ପାର୍ବଣ ଋତୁରେ ଅନଲାଇନରେ ସାମଗ୍ରୀ କିଣୁଥିବା ପ୍ରାୟ ୪୦ ପ୍ରତିଶତ ଲୋକେ ଠକାମୀର ଶିକାର ହୋଇଛନ୍ତି । ଏକ ଅଧ୍ୟୟନରେ ଏହି ଦାବି କରାଯାଇଛି ।…
Read More » -
ଅଭିନେତା ସଲମାନ ଖାଁଙ୍କ ସୁରକ୍ଷା ବୃଦ୍ଧି କଲା ମୁମ୍ବାଇ ପୋଲିସ
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁଙ୍କ ସୁରକ୍ଷା ମୁମ୍ବାଇ ପୋଲିସ ବୃଦ୍ଧି କରିଛି । ଏବେ ତାଙ୍କୁ ୱାଇ ସୁରକ୍ଷା ପ୍ରଦାନ କରାଯିବ । ଲରେନ୍ସ ବିଶ୍ନୋଇ…
Read More » -
ଅକ୍ଟୋବରରେ ଜିଏସଟି ସଂଗ୍ରହ ହୋଇଛି ୧.୫ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା କର (ଜିଏସଟି) ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କା ପାର ହୋଇଯାଇଛି। କେବଳ ଅକ୍ଟୋବର ମାସରେ ୧,୫୧,୭୧୮କୋଟି ଟଙ୍କା ସଂଗ୍ରହ…
Read More »