ଦେଶ
-
ଆସନ୍ତାକାଲି ମୁମ୍ବାଇରେ ଓଡ଼ିଶା ଭବନର ସମ୍ପ୍ରସାରଣ ଲାଗି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇ ଯାଇଛନ୍ତି। ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଭବନର ସମ୍ପ୍ରସାରଣ ଲାଗି ଆସନ୍ତାକାଲି…
Read More » -
ଭଏସ ଏବଂ ଡାଟା ସେବା ପାଇଁ ଦେଶର ୧୫ଟି ସହରରେ ଟ୍ରାଇ ପକ୍ଷରୁ କରଗଲା ଡ୍ରାଇଭ ଟେଷ୍ଟ
ନୁଆଦିଲ୍ଲୀ: ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ…
Read More » -
ମୁଖ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବ ମେଡିସିନ୍, ନର୍ସିଂ ଏବଂ ଫାର୍ମା ପାଠ୍ୟପୁସ୍ତକ
ନୂଆଦିଲ୍ଲୀ: ଭାରତରେ ମେଡିସିନ୍, ନର୍ସିଂ ଏବଂ ଫାର୍ମାସୀର ପୁସ୍ତକଗୁଡ଼ିକ ମୁଖ୍ୟ ଭାରତୀୟ ଭାଷାରେ ପ୍ରକାଶିତ ହେବ। ଆାଗାମୀ ତିନି ବର୍ଷ ମଧ୍ୟରେ ଏହି ସବୁ ପୁସ୍ତକ ଗୁଡ଼ିକ ପ୍ରକାଶ…
Read More » -
୧୮ଟି ବୁଲା କୁକୁରଙ୍କୁ ବିଷ ଦେଇ ମାରିବା ଅଭିଯୋଗରେ ତିନି ଜଣ ଗିରଫ
ଏଲୁରୁ: ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାରେ ୧୮ଟି ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ତିନି…
Read More » -
ଅକ୍ଟୋବର ୨୧ ପର୍ଯ୍ୟନ୍ତ ବଢ଼ିଲା ସଞ୍ଜୟଙ୍କ ନ୍ୟାୟିକ ହେପାଜତ
ନୂଆଦିଲ୍ଲୀ : ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ସମୟକୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାତ୍ରା ଚାଲ ମାମଲାରେ ସଞ୍ଜୟଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ…
Read More » -
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ
ଡେରାଡୁନ୍: କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି । କେଦାରନାଥ ଠାରୁ ମାତ୍ର ୨ କିଲୋମିଟର ଦୂର ଗରୁଡ଼ଚଟିରେ ଏହି ଦୁର୍ଘଟଣା ଘଟିଛି…
Read More » -
ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଡିଓ୍ଵାଇ ଚନ୍ଦ୍ରଚୂଡ ନିଯୁକ୍ତ
ନୂଆଦିଲ୍ଲୀ: ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଉଚ୍ଚତମ ନ୍ୟାୟାଳୟର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଏହି ପଦରେ ତାଙ୍କୁ ନିଯୁକ୍ତ ଦେଇଛନ୍ତି।…
Read More » -
ଅଭିନେତ୍ରୀ ବୈଶାଳୀ ଶର୍ମା ଆତ୍ମହତ୍ୟା ମାମଲା: ପୂର୍ବ ବୟଫ୍ରେଣ୍ଡ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ବୈଶାଳୀ ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପୂର୍ବତନ ବୟ ଫ୍ରେଣ୍ଡ ରାହୁଲ ନାଭଲାନୀ ବିରୋଧରେ ମାମଲା ରୁଜୁ ହୋଇଛି। ବୈଶାଳୀ ପୂର୍ବରୁ ତାଙ୍କ…
Read More » -
ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନର ଦ୍ୱାଦଶ କିସ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଅର୍ଥାତ ପିଏମ କିଷାନର ଦ୍ୱାଦଶ କିସ୍ତି ହସ୍ତାନ୍ତର କରାଯାଇଛି । ଦୀପାବଳି ପୂର୍ବରୁ ସାରା ଦେଶର ୧୨ କୋଟିରୁ…
Read More » -
ପୋଲିସ କ୍ୟାମ୍ପ ଉପରେ ମାଓବାଦୀଙ୍କ ହମଲା
ବିଜାପୁର: ଛତିଶଗଡରେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ମାଓବାଦୀଙ୍କ ରୋକିବାରେ ସଫଳ ହୋଇପାରି ନାହାନ୍ତି ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର। ବିଜାପୁର ଜିଲ୍ଲାରେ ଥିବା ତରେମ ଥାନା…
Read More »