ଦେଶ
-
ମାଘ ସପ୍ତମୀ ଅବସରରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଭୁଟାନର ରାଜା
ପ୍ରୟାଗରାଜ ମହାକୁମ୍ଭରେ ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ଆସି ବୁଡ଼ ପକାଉଛନ୍ତି । ଆଜି ମାଘ ସପ୍ତମୀ ଅବସରରେ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ଭୁଟାନର ରାଜା…
Read More » -
ଆମେରିକାରେ ଅବୈଧ ଭାବରେ ରହୁଥିବା ୨୦୫ ଜଣ ଭାରତୀୟଙ୍କୁ ନେଇ ବୁଧବାର ଅମୃତସରରେ ପହଞ୍ଚିବ ଏକ ବିମାନ
ଆମେରିକାରେ ଅବୈଧ ଭାବରେ ରହୁଥିବା ୨୦୫ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ବୁଧବାର ଅମୃତସରରେ ପହଞ୍ଚିବ। ଆମେରିକୀୟ ସେନାର C-17 ବିମାନ ସକାଳ ୯ଟାରେ ଶ୍ରୀ…
Read More » -
ୟୁସିସି ଲାଗୁ ହେବାରେ ଦେଶର ଦ୍ବିତୀୟ ରାଜ୍ୟ ହେବାକୁ ଯାଉଛି ଗୁଜୁରାଟ
ଉତ୍ତରାଖଣ୍ଡ ପରେ ଗୁଜୁରାଟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ସମାନ ନାଗରିକ ସଂହିତା । ଏ ନେଇ ୫ ସଦସ୍ୟ ବିଶିଷ୍ଟ କମିଟି ଘୋଷଣା କରିଛନ୍ତି ଗୁଜୁରାଟ…
Read More » -
ନାଁ ନନେଇ ସଂସଦରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ମୋଦୀ
ସଂସଦରେ ବଜେଟ୍ ଅଧିବେଶନ ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବରେ ଗୃହକୁ ସମ୍ବୋଧନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି,…
Read More » -
ଡଲାର ତୁଳନାରେ ୫୫ ପଇସା ହ୍ରାସ ପାଇଲା ଭାରତୀୟ ମୁଦ୍ରା
ଡଲାର ତୁଳନାରେ ଟଙ୍କାର ସ୍ଥିତିରେ କ୍ରମାଗତ ଭାବେ ହେଉଛି ଅବନତି । ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ସୋମବାର ଡଲାର ପିଛା ଟଙ୍କା ୫୫ ପଇସା ହ୍ରାସ…
Read More » -
ମେ 4 ତାରିଖରେ ସାଧାରଣ ଭକ୍ତମାନଙ୍କ ପାଇଁ ଖୋଲାଯିବ ବଦ୍ରିନାଥ ମନ୍ଦିରର ଦ୍ୱାର
ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି । ଶୁଭ ସମୟ ଅନୁସାରେ, ମେ 4 ତାରିଖ ସକାଳ ୬ଟାରେ ଉପଯୁକ୍ତ ପୂଜା…
Read More » -
ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ୪୨୦୦୦ ପୋଲିସ ଫୋର୍ସ ମୁତୟନ
ଆସନ୍ତାକାଲି ଦେଶର ରାଜଧାନୀରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ପୂର୍ବରୁ ୨ଥର ବିଜୟ ଲାଭ କରିଥିବା ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡା ଟକ୍କର…
Read More » -
ଭାରତର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ସରକାରଙ୍କ ଐତିହାସିକ ନିଷ୍ପତି : ଇଚ୍ଛାମୃତ୍ୟୁକୁ ସ୍ବୀକୃତି
କର୍ଣ୍ଣାଟକ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସରକାର ସମ୍ମାନଜନକ ମୃତ୍ୟୁ ତଥା ଇଚ୍ଛାମୃତ୍ୟୁ ଅଧିକାର ପ୍ରଦାନ କରିଛନ୍ତି। ଏଭଳି ଆବେଦନ ପାଇଁ ରାଜ୍ୟରେ ଥିବା ହସ୍ପିଟାଲଗୁଡିକରେ ମେଡିକାଲ…
Read More » -
ମହାକୁମ୍ଭ ଦଳାଚକଟା ମାମଲାରେ ଦାୟର ଆବେଦନର ଶୁଣାଣି କରିବାକୁ ମନା କରିଲେ ସୁପ୍ରିମକୋର୍ଟ
ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ମାମଲାରେ ଦାୟର ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ଏବଂ ଆବେଦନକାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଯିବାକୁ କହିଛନ୍ତି। ମୁଖ୍ୟ…
Read More » -
ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜି ବ୍ୟୟ ବ୍ୟବସ୍ଥା
କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ସ୍ୱାଗତ କରିଛନ୍ତି। ବଜେଟରେ ରେଳବାଇ ପାଇଁ…
Read More »