ଦେଶ
-
ସମଗ୍ର ଦେଶ ପାଇଁ ଜନସଂଖ୍ୟା ନୀତି ଏକାନ୍ତ ଜରୁରୀ: ଭାଗବତ
ମୁମ୍ବାଇ: ସାମ୍ପ୍ରତିକ ସ୍ଥିତିରେ ଭାରତକୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ରହିଛି । ଯଦି ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଆନଯାଏ, ତେବେ ଦେଶକୁ ‘ଧର୍ମ ଭିତ୍ତିକ ଅସନ୍ତୁଳନ’…
Read More » -
ଦିଲ୍ଲୀରେ ଡ୍ରାଏ ଡେ ସଂଖ୍ୟା ୨୧ ଦିନକୁ ବୃଦ୍ଧି: ଦଶହରା-ଦୀପାବଳି-ଇଦ୍ରେ ବନ୍ଦ ରହିବ ମଦ ଦୋକାନ
ନୂଆଦିଲ୍ଲୀ : ଦଶହରା, ଦୀପାବଳି, ଇଦ, ମିଲାଦ-ଉନ-ନବି ଏବଂ ବାଲ୍ମିକୀ ଜୟନ୍ତୀ ଭଳି ପର୍ବରେ ମଦ ଦୋକାନ ବନ୍ଦ ହେବା ସହିତ ଦିଲ୍ଲୀ ସରକାର ପୁଣି ଡ୍ରାଏ…
Read More » -
ହାସ୍ୟ ଅଭିନେତା ପରାଗ କାନସାରାଙ୍କ ନିଧନ
ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି ପ୍ରଶଂସକ।…
Read More » -
ସିବିଆଇର ‘ଅପରେଶନ ଚକ୍ର’: ୧.୫ କୋଟି ଟଙ୍କା, ୧.୫ କେଜି ସୁନା ଜବତ
ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ‘ଅପରେଶନ ଚକ୍ର’ ମାଧ୍ୟମରେ ଦେଶରେ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସିବିଆଇ ଦେଶର ୧୦୫ଟି ସ୍ଥାନରେ ଚଢାଉ କରି…
Read More » -
ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ: ଟ୍ବିଟ କଲେ ମେହବୁବା ମୁଫତି
ଶ୍ରୀନଗର : ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଦାବି କରିଛନ୍ତି ଯେ ତାଙ୍କୁ ଉତ୍ତର କଶ୍ମୀରର ପଟ୍ଟନ ସହରକୁ ଯିବାକୁ ବାରଣ କରାଯାଇ ଘରେ ନଜର ବନ୍ଦୀ…
Read More » -
ଏଲ୍ଇଡି ଟିଭି ଫାଟି ଜଣେ ମୃତ, ଦୁଇ ଜଣ ଗୁରୁତର
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ଏକ ଘରେ ଏଲ୍ଇଡି ଟିଭି ଫାଟି ୧୭ ବର୍ଷୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହାସହ ଯୁବକଙ୍କ ମା’ ଏବଂ ତାଙ୍କର…
Read More » -
ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍ଙ୍କ ଜୀବନ
ଇଟାନଗର: ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଅରୁଣାଚଳ…
Read More » -
ବୋନସ ଓ ଗିଫ୍ଟରେ ମିଳୁଥିବା ଟଙ୍କା ଉପରେ ଲାଗିବ ଟ୍ୟାକ୍ସ
ନୂଆଦିଲ୍ଲୀ: ପାଖେଇ ଆସୁଛି ଦୀପାବଳି। ଲୋକେ ଲମ୍ବା ଛୁଟିରେ ଯିବାକୁ ପ୍ରସ୍ତୁତି କରୁଛନ୍ତି। ଦୀପାବଳି ଅବସରରେ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ଉପହାର ଓ ବୋନସ ଦେଇଥାନ୍ତି। କେବେ…
Read More » -
ନିର୍ବାଚନ କମିଶନଙ୍କ ନ୍ୟାଶନାଲ ଆଇକନ ହେଲେ ଅଭିନେତା ପଙ୍କଜ ତ୍ରିପାଠୀ
ନୂଆଦିଲ୍ଲୀ: ନିଜର ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା ପଙ୍କଜ ତ୍ରିପାଠୀ । ବଲିଉଡ ଚଳଚ୍ଚିତ୍ର ସହ ଓଟିଟି ପ୍ଲାର୍ଟଫର୍ମରେ ବିଭିନ୍ନ ୱେବସିରିଜ ଜରିଆରେ ନିଜର ଏକ ସ୍ବତନ୍ତ୍ର…
Read More » -
ଜେଇଇ-ମେନରେ ୮୨୦ ଆଶାୟୀଙ୍କୁ ହେରଫେରରେ ସାହାଯ୍ୟ କରିଛି ଗିରଫ ରୁଷ ହ୍ୟାକର
ନୂଆଦିଲ୍ଲୀ: ଜେଇଇ ପରୀକ୍ଷାରେ ହେରଫେର ଅଭିଯୋଗରେ ରୁଷ ନାଗରିକ ମିଖାଇଲ ଶର୍ଗିନଙ୍କୁ ଗିରଫ କରିଛି ସିବିଆଇ। ଦିଲ୍ଲୀର ଏକ ଅଦାଲତ ଆଇଆଇଟି ପରି ଭାରତର ଶୀର୍ଷ ଇଞ୍ଜିନିୟରିଂ କଲେଜ୍ରେ…
Read More »