ଦେଶ
-
ଜମ୍ମୁ କାଶ୍ମୀରର କିଛି ସ୍ଥାନରେ ଇଣ୍ଟରନେଟ ସେବା ସାମୟିକ ସ୍ଥଗିତ
ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସ ଜେଲ୍ ଡିଜିଙ୍କ ହତ୍ୟା ପରେ ଘାଟିର କିଛି ସ୍ଥାନରେ ଇଣ୍ଟରନେଟ ସେବାକୁ ସାମୟିକ ବନ୍ଦ ରଖାଯାଇଛି । ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ…
Read More » -
ବଢ଼ିଲା ପ୍ଲାଟ୍ଫର୍ମ ଟିକେଟ୍ ମୂଲ୍ୟ
ନୂଆଦିଲ୍ଲୀ: ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ଖବର। ପାର୍ବଣ ଋତୁ ପୂର୍ବରୁ ଭାରତୀୟ ରେଳ ବିଭାଗ ପୁଣିଥରେ ପ୍ଲାଟ୍ଫର୍ମ ଟିକେଟ୍ର ମୂଲ୍ୟ ବଢ଼ାଇଦେଇଛି। ସୂଚନା ଅନୁସାରେ,…
Read More » -
ପତ୍ରାଚଲ ଜମି ଦୁର୍ନୀତି: ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା
ମୁମ୍ବାଇ: ପତ୍ରାଚଲ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା…
Read More » -
ଆଇପିୟୁକୁ ମନୋନୀତ ହେଲେ ସାଂସଦ ଅପରାଜିତା
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ତର୍ଜାତୀୟ ସ୍ତରରେ Inter-Parliamentary Union (IPU) ରେ ଭାରତର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା…
Read More » -
ଉତ୍ତରାଖଣ୍ଡରେ ୪୫ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ଖାଲକୁ ଖସି ପଡ଼ିଲା
ଡେରାଡୁନ: ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା । ପୌରୀ ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାର ଶିକାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ୪୫ ଜଣଙ୍କୁ ନେଇ ବସଟି…
Read More » -
ଦିଲ୍ଲୀ ଏଲଜିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିସୋଡିଆ
ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ଏଲଜିଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏବେ ଏଲଜି ବିନୟ କୁମାର ସକ୍ସେନା ଏବଂ…
Read More » -
ସିବିଆଇର ‘ଅପରେସନ ଚକ୍ର’, ମଙ୍ଗଳବାର ସାରା ଦେଶରେ ୧୦୫ଟି ସ୍ଥାନରେ ଚଢ଼ାଉ
ନୂଆଦିଲ୍ଲୀ: ମଙ୍ଗଳବାର ସାରା ଦେଶରେ ସିବିଆଇ ଚଢ଼ାଉ କରିଛି। ଦେଶର ୧୦୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ସାଇବର ଅପରାଧ ରୋକିବାକୁ ଏହି ରେଡ୍ ହୋଇଛି। ବିଭିନ୍ନ…
Read More » -
‘ଭୋଟ୍ ହାତେଇବାକୁ ଯାଇ ଲୋକଙ୍କୁ ମିଛ ପ୍ରତିଶ୍ରୁତି ନଦେବା ଉଚିତ’
ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ଦେଶରେ ରାଜନୈତିକ ବିତର୍କ ଜାରି ରହିଛି। ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ପରସ୍ପର ବିରୋଧରେ ଟିକା ଟିପ୍ପଣୀ କରୁଛନ୍ତି।…
Read More » -
ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ କଥା ହୋଇ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ଆଇନକୁ…
Read More » -
ଉତ୍ତରାଖଣ୍ଡରେ ଧସିଲା ବରଫ ଅତଡା, ୨୯ ଜଣ ପର୍ବତାରୋହୀ ଫଶି ରହିଥିବା ଆଶଙ୍କା
ଉତ୍ତରକାସୀ: ଉତ୍ତରାଖଣ୍ଡରେ ପାଗ କଡ ଲେଉଟେଇଛି। ପାହାଡରେ ବରଫ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ନେହେରୁ ପର୍ବତାରୋହଣ ସଂସ୍ଥାନ (ନିମ)ର ଏକ ପ୍ରଶିକ୍ଷଣ ଦଳ ଦ୍ରୌପଦୀ କା…
Read More »