ଦେଶ
-
ଚିକିତ୍ସାଧୀନ ଅବସ୍ଥାରେ ଆର୍ମୀ କୁକୁର ଜୁମ୍ର ନିଧନ, ଆତଙ୍କୀ ଅପରେସନ ବେଳେ ଦେହରେ ବାଜିଥିଲା ଦୁଇ ଗୁଳି
ନୂଆଦିଲ୍ଲୀ: ଚିକିତ୍ସାଧୀନ ଅବସ୍ଥାରେ ଆର୍ମୀ କୁକୁର ଜୁମ୍ର ନିଧନ ହୋଇଛି। ଜମ୍ମୁ ଓ କାଶ୍ମୀରରେ ଏକ ଅପରେସନ ବଳେ ଜୁମ୍ ଦେହରେ ଦୁଇଟି ଗୁଳି ବାଜିଥିଲା। ଏହାପରେ ତାର…
Read More » -
ଆଇପିୟୁକୁ ନିର୍ବାଚିତ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ
ନୂଆଦିଲ୍ଲୀ: ସମ୍ମାନଜନକ ଇଣ୍ଟର ପାର୍ଲାମେଣ୍ଟ୍ରୀ ୟୁନିଅନ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏଥିପାଇଁ ଗତ 9 ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ…
Read More » -
ହିଜାବ ପ୍ରସଙ୍ଗରେ ମତଭେଦ: ଭିନ୍ନ ଭିନ୍ନ ମତ ରଖିଲେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ବିବାଦକୁ ନେଇ ସୁପ୍ରିମକୋର୍ଟରେ ମତଭେଦ। ଭିନ୍ନ ଭିନ୍ନ ମତ ରଖିଲେ ଦୁଇ ଜଣିଆ ଖଣ୍ଡପୀଠ । ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ…
Read More » -
କାଶ୍ମୀର ଭିତରକୁ ଅନୁପ୍ରବେଶ ପାଇଁ ଡ୍ରୋନର ସହାୟତା ନେଉଛନ୍ତି ଆତଙ୍କବାଦୀ
କାଶ୍ମୀର: ପାକିସ୍ତାନ ଆତଙ୍କବାଦୀମାନେ କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ରଣନୀତି ବଦଳାଇବାରେ ଲାଗିଛନ୍ତି । କାଶ୍ମୀରରୁ ଧାରା 370 ହଟିବା ପରେ ଆତଙ୍କବାଦୀଙ୍କ ପାଇଁ କାଶ୍ମୀର ଆଉ…
Read More » -
କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋ ବ୍ୟାନ ପରେ ଏବେ ଅଟୋ ଡ୍ରାଇଭରଙ୍କର ନିଜ ଆପ୍ ‘ନମ୍ମା ଯାତ୍ରୀ’
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋ ସରକାର ନିଷିଦ୍ଧ କରିବା ପରେ ବେଙ୍ଗାଲୁରୁର ଅଟୋ ରିକ୍ସା ଡ୍ରାଇଭର ଏବେ ନିଜର ଆପ୍ ଆରମ୍ଭ କରିବାକୁ ଯାଉଛନ୍ତି।…
Read More » -
ଅଚାନକ ଫେସବୁକ୍ରେ ହ୍ରାସ ହେଲେ ୨ କୋଟି ଫଲୋଅର୍ସ
ମାସାଚ୍ୟୁସେଟ୍ସ୍: ମେଟା ସଞ୍ଚାଳିତ ଫେସବୁକ୍ର ଅନେକ ୟୁଜର ଅଜ୍ଞାତ କାରଣରୁ ସେମାନଙ୍କ ଅଧିକାଂଶ ଫଲୋଅର୍ସଙ୍କୁ ହରାଉଥିବାର ଅଭିଯୋଗ କରୁଛନ୍ତି। ମେଟାର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ…
Read More » -
ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ରୋକ ଲଗାଇଲେ ହରିୟାଣା ସରକାର
ଚଣ୍ଡିଗଡ଼: ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ରୋକ ଲଗାଇଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…
Read More » -
ମୁମ୍ବାଇର ତାଜ୍ ହୋଟେଲ୍ରେ ହେବ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ
ମୁମ୍ବାଇ: ଆତଙ୍କବାଦକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦୁଇଟି ବୈଠକ ଆୟୋଜନ କରିବ ଭାରତ। ଚଳିତ ମାସ ଶେଷ ଆଡକୁ ଏହି ବୈଠକ ଅନୁଷ୍ଠିତ ହେବ। ଖାସ୍…
Read More » -
୧୦ ବର୍ଷ ପୁରୁଣା ଆଧାରକାର୍ଡ ଥିଲେ ଅପଡେଟ କରିବା ପାଇଁ ସୂଚାଇଲା UIDAI
ନୂଆଦିଲ୍ଲୀ: ଆଧାର ସଂସ୍ଥା UIDAI ସମସ୍ତ ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ୧୦ ବର୍ଷ ପୂର୍ବେ ତିଆରି ହୋଇଥିବା ଆଧାରକାର୍ଡ ଅପଡେଟ କରିବାକୁ କୁହାଯାଇଛି ।…
Read More » -
ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକେନଗୁନିଆ ସମୟରେ ଡାକ୍ତରଙ୍କ ବିନା ପରାମର୍ଶରେ ଖାଆନ୍ତୁ ନାହିଁ ମେଡିସିନ୍
ନୂଆଦିଲ୍ଲୀ: ସାଧାରଣତଃ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ମାସରେ ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକେନଗୁନିଆ ବୃଦ୍ଧି ପାଇଥାଏ । ଏହି ମାସଗୁଡ଼ିକରେ ଡେଙ୍ଗୁ ମ୍ୟାଲେରିଆର ଅଧିକାଂଶ ଲୋକେ ଆକ୍ରାନ୍ତ…
Read More »