ଦେଶ
-
ଯୁଦ୍ଧଗ୍ରସ୍ତ ଯୁକ୍ରେନକୁ ପୁଣି ଫେରୁଛନ୍ତି ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଯୁକ୍ରେନରେ ପହଞ୍ଚିଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ଆସାମ ଛାତ୍ରଛାତ୍ରୀଙ୍କ ଗୋଟିଏ ବ୍ୟାଚ୍ ୟୁକ୍ରେନରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ,…
Read More » -
ଅମ୍ବାନୀ ପରିବାରକୁ ହତ୍ୟା ଧମକ, ବିହାରରୁ ବନ୍ଧା ହେଲା ଅଭିଯୁକ୍ତ
ମୁମ୍ବାଇ : କୋଟିପତି ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ମାମଲାରେ ବିହାରର ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି ।…
Read More » -
ଭାରତର ବିକାଶ ହାର ଅନୁମାନକୁ ୧ ପ୍ରତିଶତ ହ୍ରାସ କଲେ ବିଶ୍ୱବ୍ୟାଙ୍କ
ନୂଆଦିଲ୍ଲୀ: ବିଶ୍ୱବ୍ୟାଙ୍କ ଭାରତର ବିକାଶ ଅନୁମାନକୁ ୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଫଳରେ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥନୀତି ଭାବେ ଉଭା ହେବାକୁ ଯାଉଥିବା ଭାରତ…
Read More » -
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ମାମଲା, ଉଦିତ ରାଜଙ୍କୁ NCWଙ୍କ ନୋଟିସ୍
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କଥିତ ଅପମାନଜନକ କମେଣ୍ଟ ମାମଲା ଏବେ ବିବାଦୀୟ ହୋଇପଡିଛି। ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ କରାଯାଇଥିବା…
Read More » -
ଉତ୍ତରକାଶୀ ହିମସ୍ଖଳନରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି
ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ହିମସ୍ଖଳନ ଅଘଟଣରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନନିଅରିଙ୍ଗର ୩ ଜଣ ଟ୍ରେନିଙ୍କୁ ଖୋଜିବା ଲାଗି ସର୍ଚ୍ଚ…
Read More » -
ଇରାନ ନୌକାରୁ ୨୦୦ କେଜି ହେରୋଇନ ଜବତ, ୬ ଗିରଫ
ନୂଆଦିଲ୍ଲୀ: ଭାରତୀୟ ନୌସେନାର ସହୟତାରେ ଏକ ମିଳିତ ଅଭିଯାନରେ କୋଚି ଉପକୂଳରୁ ଇରାନର ଏକ ନୌକାରୁ ୨୦୦ କେଜି ସନ୍ଦିଗ୍ଧ ହେରୋଇନ ଜବତ କରାଯାଇଛି । ଏନସିବି…
Read More » -
ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ମଇଁଷି ଗୋଠ ସହ ଧକ୍କା ଲାଗି ଟ୍ରେନର ସମ୍ମୁଖ ଭାଗ ନଷ୍ଟ
ଅହମ୍ମଦାବାଦ: ବନ୍ଦେଭାରତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୮ମିନିଟରେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେନ ମଇଁଷି ଗୋଠ ସହ ଧକ୍କା ଲାଗିଥିଲା। ଦୁର୍ଘଟଣା ଯୋଗୁ ଟ୍ରେନ…
Read More » -
ବଢିପାରେ ପେଟ୍ରୋଲ-ଡିଜେଲ୍ ଦାମ
ନୂଆଦିଲ୍ଲୀ: ତୈଳ ଉତ୍ପାଦନ ହ୍ରାସ କରିବାକୁ ବିଚାର ଚଳାଇଛି ତୈଳ ରପ୍ତାନକାରୀ ଦେଶର ସଂଗଠନ(ଓପେକ)। ପ୍ରତିଦିନ ଅଶୋଧିତ ତୈଳ ଉତ୍ପାଦନରେ ୨ ମିଲିୟନ(୨୦ ଲକ୍ଷ) ବ୍ୟାରେଲ୍ ହ୍ରାସ କରିବାକୁ…
Read More » -
ଅକ୍ଟୋବର ୮ରେ ଏୟାର ଫୋର୍ସ ଡେ: ୮୦ ବାୟୁସେନା ବିମାନ କରିବେ ଚିତାକର୍ଷକ ପ୍ରଦର୍ଶନ
ନୂଆଦିଲ୍ଲୀ : ଅକ୍ଟୋବର ୮ରେ ଏୟାର ଫୋର୍ସ ଡେରେ ବାୟୁସେନା ପକ୍ଷରୁ ସ୍ବତନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୮୦ ବିମାନ ଦ୍ୱାରା ଚିତାକର୍ଷକ ପ୍ରଦର୍ଶନ କରାଯିବ।…
Read More » -
ତମାଖୁ ଉପରେ ଲାଗିପାରେ ଜିଏସଟି-ଉତ୍ପାଦ ଶୁଳ୍କ: ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ ଦେଉଥିବା ପିଟିଶନ ଖାରଜ
ନୂଆଦିଲ୍ଲୀ: କର୍ନାଟକ ହାଇକୋର୍ଟ ବୁଧବାର ରାୟ ଦେଇଛନ୍ତି ଯେ ତମାଖୁ ଏବଂ ତମାଖୁ ଦ୍ରବ୍ୟ ଉପରେ କେନ୍ଦ୍ରୀୟ ଜିଏସଟି ସହିତ ଉତ୍ପାଦ ଶୁଳ୍କ ଲାଗୁ ହେବାର ଆବଶ୍ୟକତା…
Read More »